ନାଙ୍ଗଲ୍
ଦେଖଣା
Nangal
Industrial Town of Punjab | |
|---|---|
city | |
| ଦେଶ | |
| ରାଜ୍ୟ | Punjab |
| ଜିଲ୍ଲା | Rupnagar |
| Elevation | 326 m (1,070 ft) |
| Population (2001) | |
| • Total | ୪୦,୬୪୪ |
| ଭାଷା | |
| • ସରକାରୀ | Punjabi |
| Time zone | UTC+5:30 (IST) |
| PIN | 140124 |
| ଯାନବାହାନ ପଞ୍ଚୀକରଣ | PB 74 |
| Website | http://rupnagar.nic.in/html/Nangal.htm |
ନାଙ୍ଗଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ରୁପ୍ନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାଙ୍ଗଲ୍ ୩୧.୩୬୬୭ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଙ୍ଗଲ୍ ସହରର ମୋଟ ଜନସଂଖ୍ୟା ୪୦୬୪୪ ଅଟେ ।[୨] ସେଥି ମଧ୍ୟରୁ ୫୨.୭୯% ଜଣ ପରୁଷ ହୋଇଥିବା ବେଳେ ୪୭.୨୧% ଜଣ ନାରୀ ଅଟନ୍ତି । ନାଙ୍ଗଲ୍ର ସାକ୍ଷରତା ହାର ୭୮.୧୬% ଅଟେ । ଏହା ଜାତୀୟ ହାରଠାରୁ ୧୩.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୨% ପ୍ରତିଶତ ପୁରୁଷ ଓ ୩୫.୦୪% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ନାଙ୍ଗଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.