ନାଙ୍ଗଲ୍

ଉଇକିପିଡ଼ିଆ ରୁ
Jump to navigation Jump to search
Nangal
Industrial Town of Punjab
city
Bhakra Dam
Punjab
Nangal
Nangal
Location in Punjab, India
ଅବସ୍ଥିତି: 31°22′N 76°23′E / 31.37°N 76.38°E / 31.37; 76.38Coordinates: 31°22′N 76°23′E / 31.37°N 76.38°E / 31.37; 76.38
ଦେଶ India
ରାଜ୍ୟPunjab
ଜିଲ୍ଲାRupnagar
ଉଚ୍ଚତା326 m (1,070 ft)
ଜନସଂଖ୍ୟା (2001)
 • ମୋଟ୪୦,୬୪୪
ଭାଷା
 • ସରକାରୀPunjabi
IST (UTC+5:30)
ପିନ କୋଡ଼140124
ଗାଡ଼ି ପଞ୍ଜିକରଣPB 74
ୱେବସାଇଟhttp://rupnagar.nic.in/html/Nangal.htm

ନାଙ୍ଗଲ୍ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ପଞ୍ଜାବର ରୁପ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଙ୍ଗଲ୍ ୩୧.୩୬୬୭ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଙ୍ଗଲ୍ ସହରର ମୋଟ ଜନସଂଖ୍ୟା ୪୦୬୪୪ ଅଟେ ।[୨] ସେଥି ମଧ୍ୟରୁ ୫୨.୭୯% ଜଣ ପରୁଷ ହୋଇଥିବା ବେଳେ ୪୭.୨୧% ଜଣ ନାରୀ ଅଟନ୍ତି । ନାଙ୍ଗଲ୍ର ସାକ୍ଷରତା ହାର ୭୮.୧୬% ଅଟେ । ଏହା ଜାତୀୟ ହାର ଠାରୁ ୧୩.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୨% ପ୍ରତିଶତ ପୁରୁଷ ଓ ୩୫.୦୪% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ପଞ୍ଜାବୀ ନାଙ୍ଗଲ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]