ନାକୋଦାର୍
Appearance
Nakodar | |
---|---|
city | |
ଦେଶ | India |
ରାଜ୍ୟ | Punjab |
ଜିଲ୍ଲା | Jalandhar |
Population (2001) | |
• Total | ୩୧,୪୨୨ |
ଭାଷା | |
• ସରକାରୀ | Punjabi |
Time zone | UTC+5:30 (IST) |
Website | jalandhar |
ନାକୋଦାର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଜଲନ୍ଧର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାକୋଦାର୍ ୩୧.୧୨୫୯ ଉତ୍ତର ଅକ୍ଷାଂଶ ଓ ୭୫.୪୭୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାକୋଦାର୍ ସହରର ମୋଟ ଜନସଂଖ୍ୟା ୩୧୪୨୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୮% ଜଣ ପରୁଷ ହୋଇଥିବା ବେଳେ ୪୭.୨୨% ଜଣ ନାରୀ ଅଟନ୍ତି । ନାକୋଦାର୍ର ସାକ୍ଷରତା ହାର ୭୩.୨୬% ଅଟେ । ଏହା ଜାତୀୟ ହାରଠାରୁ ୮.୪୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୫% ପ୍ରତିଶତ ପୁରୁଷ ଓ ୩୨.୭୧% ନାରୀ ଅଟନ୍ତି । ୧୦.୯୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ନାକୋଦାର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.