ନର୍ସିପାଟନମ୍
Appearance
Narsipatnam
నర్సీపట్నం | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Visakhapatnam |
Elevation | 58 m (190 ft) |
Population (2011)[୧] | |
• Total | ୩୩,୭୫୭ |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 531116 |
Website | "www.Narsipatnam.co.in". |
ନର୍ସିପାଟନମ୍ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିସଖପତ୍ନମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନର୍ସିପାଟନମ୍ ୧୭.୬୬୭୩ ଉତ୍ତର ଅକ୍ଷାଂଶ ଓ ୮୨.୬୧୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୧୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନର୍ସିପାଟନମ୍ ସହରର ମୋଟ ଜନସଂଖ୍ୟା ୩୨୪୮୩ ଅଟେ ।[୩] ସେଥି ମଧ୍ୟରୁ ୪୯.୦୨% ଜଣ ପରୁଷ ହୋଇଥିବା ବେଳେ ୫୦.୯୮% ଜଣ ନାରୀ ଅଟନ୍ତି । ନର୍ସିପାଟନମ୍ର ସାକ୍ଷରତା ହାର ୬୬.୨୭% ଅଟେ । ଏହା ଜାତୀୟ ହାରଠାରୁ ୧.୪୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୪୭% ପ୍ରତିଶତ ପୁରୁଷ ଓ ୨୯.୮୦% ନାରୀ ଅଟନ୍ତି । ୧୧.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ନର୍ସିପାଟନମ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census 2011". The Registrar General & Census Commissioner, India. Retrieved 1 September 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.