ନରସିଂହ ଚରଣ ମିଶ୍ର
Appearance
ନରସିଂହ ଚରଣ ମିଶ୍ର | |
---|---|
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ବିନକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଫେବୃଆରୀ ୧୯୨୭ |
ମୃତ୍ୟୁ | ୧୧ ଜୁନ ୨୦୦୧ | (ବୟସ ୭୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ବିନୋଦିନୀ ମିଶ୍ର |
ବାପା/ବୋଉ | ପଦ୍ମନାଭ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନରସିଂହ ଚରଣ ମିଶ୍ର (୨୩ ଫେବୃଆରୀ ୧୯୨୭ - ୧୧ ଜୁନ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନରସିଂହ ଚରଣ ମିଶ୍ର ୧୯୨୭ ମସିହାର ଫେବୃଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପଦ୍ମନାଭ ମିଶ୍ର ଓ ପତ୍ନୀଙ୍କ ନାମ ବିନୋଦିନୀ ମିଶ୍ର ।
ରାଜନୈତିକ ଜୀବନ
[ସମ୍ପାଦନା]ନରସିଂହ ଚରଣ ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ନରସିଂହ ଚରଣ ମିଶ୍ର ୨୦୦୧ ମସିହାର ଜୁନ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ଆଉ ଜଣେ ନରସିଂହ ମିଶ୍ର". ସମ୍ବାଦ. Archived from the original on 1 August 2023. Retrieved 1 August 2023.
- ↑ ୨.୦ ୨.୧ "Shri Narasingh Charan Misra". odishaassembly.nic.in. Odisha Assembly. Retrieved 4 October 2022.