ନମକ୍କାଲ୍
ଦେଖଣା
Namakkal | |
---|---|
Town | |
Country | India |
State | Tamil Nadu |
District | Namakkal |
Elevation | 218 m (715 ft) |
Population (2011)[୧] | |
• Total | ୫୫,୧୪୫ |
Time zone | UTC+5:30 (IST) |
PIN | 637 001 |
Telephone code | 91 - 4286 |
ଯାନବାହାନ ପଞ୍ଚୀକରଣ | TN-28,TN-88 |
ନମକ୍କାଲ୍ ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା ତାମିଲନାଡୁର ନମକ୍କଲ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନମକ୍କାଲ୍ ୧୧.୨୨୦୦ ଉତ୍ତର ଅକ୍ଷାଂଶ ଓ ୭୮.୧୬୮୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନମକ୍କାଲ୍ ସହରର ମୋଟ ଜନସଂଖ୍ୟା ୧୫୮୨୩ ଅଟେ ।[୩] ସେଥି ମଧ୍ୟରୁ ୫୧.୫୯% ଜଣ ପରୁଷ ହୋଇଥିବା ବେଳେ ୪୮.୪୧% ଜଣ ନାରୀ ଅଟନ୍ତି । ନମକ୍କାଲ୍ର ସାକ୍ଷରତା ହାର ୬୧.୮୫% ଅଟେ । ଏହା ଜାତୀୟ ହାରଠାରୁ ୨.୯୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୯୬% ପ୍ରତିଶତ ପୁରୁଷ ଓ ୨୫.୮୯% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତାମିଲ ନମକ୍କାଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;2011census
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.