ନଦିଆବସୀ ବିଶ୍ୱାସ

ଉଇକିପିଡ଼ିଆ‌ରୁ
ନଦିଆବସୀ ବିଶ୍ୱାସ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀନାକା ଲଛମାୟା
ପର ଅଧିକାରୀନାକା କନ୍ୟା
ନିର୍ବାଚନ ମଣ୍ଡଳୀମାଲକାନଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-07-03)୩ ଜୁଲାଇ ୧୯୩୩
ମୃତ୍ୟୁ୧୬ ମାର୍ଚ୍ଚ ୧୯୯୧(1991-03-16) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀଶାନ୍ତିଲତା ବିଶ୍ୱାସ
ସନ୍ତାନ
ବାପା/ବୋଉଉମା ଚରଣ ବିଶ୍ୱାସ (ବାପା)
ବୃତ୍ତିରାଜନୀତିଜ୍ଞ

ନଦିଆବସୀ ବିଶ୍ୱାସ (୩ ଜୁଲାଇ ୧୯୩୩ - ୧୬ ମାର୍ଚ୍ଚ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନଦିଆବସୀ ବିଶ୍ୱାସ ୧୯୩୩ ମସିହାରେ ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉମା ଚରଣ ବିଶ୍ୱାସ ଓ ପତ୍ନୀଙ୍କ ନାମ ଶାନ୍ତିଲତା ବିଶ୍ୱାସ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନଦିଆବସୀ ବିଶ୍ୱାସ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନଦିଆବସୀ ବିଶ୍ୱାସ ୧୯୯୧ ମସିହାର ମାର୍ଚ୍ଚ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Nadiabasi Biswas". odishaassembly.nic.in. Odisha Assembly. Retrieved 20 April 2022.