ନଦିଆବସୀ ବିଶ୍ୱାସ
ଦେଖଣା
ନଦିଆବସୀ ବିଶ୍ୱାସ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ନାକା ଲଛମାୟା |
ପର ଅଧିକାରୀ | ନାକା କନ୍ୟା |
ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଜୁଲାଇ ୧୯୩୩ |
ମୃତ୍ୟୁ | ୧୬ ମାର୍ଚ୍ଚ ୧୯୯୧ | (ବୟସ ୫୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଶାନ୍ତିଲତା ବିଶ୍ୱାସ |
ସନ୍ତାନ | ୬ |
ବାପା/ବୋଉ | ଉମା ଚରଣ ବିଶ୍ୱାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ନଦିଆବସୀ ବିଶ୍ୱାସ (୩ ଜୁଲାଇ ୧୯୩୩ - ୧୬ ମାର୍ଚ୍ଚ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନଦିଆବସୀ ବିଶ୍ୱାସ ୧୯୩୩ ମସିହାରେ ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉମା ଚରଣ ବିଶ୍ୱାସ ଓ ପତ୍ନୀଙ୍କ ନାମ ଶାନ୍ତିଲତା ବିଶ୍ୱାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ନଦିଆବସୀ ବିଶ୍ୱାସ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ନଦିଆବସୀ ବିଶ୍ୱାସ ୧୯୯୧ ମସିହାର ମାର୍ଚ୍ଚ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Nadiabasi Biswas". odishaassembly.nic.in. Odisha Assembly. Retrieved 20 April 2022.