ନଉତନୱା
Jump to navigation
Jump to search
Nautanwa नौतनवां NTW | |
---|---|
Town | |
Country | ![]() |
State | Uttar Pradesh |
District | Maharajganj |
ସରକାର | |
• ପ୍ରକାର | Municipal Governance |
Elevation | 89 m (292 ft) |
ଜନସଂଖ୍ୟା (2011)[୧] | |
• ମୋଟ | ୩୩,୭୫୩ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 273164 |
Telephone code | +91-05522 |
ଗାଡ଼ି ପଞ୍ଜିକରଣ | UP 56 |
ନଉତନୱା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମହରଜ୍ଗଞ୍ଜ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ନଉତନୱା ୨୭.୪୨୭୫ ଉତ୍ତର ଅକ୍ଷାଂଶ ଓ ୮୩.୪୧୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୮୮ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନଉତନୱା ସହରର ମୋଟ ଜନସଂଖ୍ୟା ୨୯୨୫୯ ଅଟେ ।[୩] ସେଥି ମଧ୍ୟରୁ ୫୨.୧୧% ଜଣ ପରୁଷ ହୋଇଥିବା ବେଳେ ୪୭.୮୯% ଜଣ ନାରୀ ଅଟନ୍ତି । ନଉତନୱାର ସାକ୍ଷରତା ହାର ୬୧.୬୨% ଅଟେ । ଏହା ଜାତୀୟ ହାର ଠାରୁ ୩.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୭୮% ପ୍ରତିଶତ ପୁରୁଷ ଓ ୨୪.୮୪% ନାରୀ ଅଟନ୍ତି । ୧୬.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ହିନ୍ଦୀ ନଉତନୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.