ଧୁଲେ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

Dhule
धुळे
City
Oldest "Vitthal-Rukmini" Temple in City
Oldest "Vitthal-Rukmini" Temple in City
CountryIndia India
StateMaharashtra
RegionKhandesh (North Maharashtra)
DivisionNashik
DistrictDhule District
TalukasDhule
Government
 • MayorMrs. Jayshree Kamlakar Ahirrao
Area
 • ସମୁଦାୟ69 km2 (27 sq mi)
Elevation
240 m (790 ft)
Population
 (2011)[୧]
 • Total୪,୬୦,୦୯୩
 • Density6,700/km2 (17,000/sq mi)
DemonymDhulekar
Languages
 • OfficialMarathi
Time zoneUTC+5:30 (IST)
PIN
42400x
Telephone code91 2562
ISO 3166 code[[ISO 3166-2:IN|]]
ଯାନବାହାନ ପଞ୍ଚୀକରଣMH-18
Sex ratio52/48 /
ClimateAw (Köppen)
Avg. summer temperature44 °C (111 °F)
Avg. winter temperature20 °C (68 °F)
Websitewww.dhule.nic.in


ଧୁଲେ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଧୁଲେ ୨୦.୯୦୨୫ ଉତ୍ତର ଅକ୍ଷାଂଶ ଓ ୭୪.୭୭୭୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧୁଲେ ସହରର ମୋଟ ଜନସଂଖ୍ୟା ୩୪୧୪୭୩ ଅଟେ ।[୩] ସେଥି ମଧ୍ୟରୁ ୫୨.୦୨% ଜଣ ପରୁଷ ହୋଇଥିବା ବେଳେ ୪୭.୯୮% ଜଣ ନାରୀ ଅଟନ୍ତି । ଧୁଲେର ସାକ୍ଷରତା ହାର ୭୪.୯୧% ଅଟେ । ଏହା ଜାତୀୟ ହାରଠାରୁ -୧୦.୦୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୪% ପ୍ରତିଶତ ପୁରୁଷ ଓ ୩୩.୨୭% ନାରୀ ଅଟନ୍ତି । ୧୩.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମରାଠୀ ଧୁଲେର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]