ଧୁରି
ଦେଖଣା
Dhuri, Dhoori
ਧੂਰੀ | |
|---|---|
City | |
| Country | |
| State | Punjab |
| District | Sangrur |
| Elevation | 236 m (774 ft) |
| Population (2011) | |
| • Urban | ୫୫,୨୨୫ |
| • Rural | ୨,୦୬,୦୨୨ |
| Languages | |
| • Official | Punjabi |
| Time zone | UTC+5:30 (IST) |
| PIN | 148024 |
| Telephone code | 01675 |
| ଯାନବାହାନ ପଞ୍ଚୀକରଣ | PB 59 |
| Sex ratio | 53% M, 47% F ♂/♀ |
ଧୁରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ସଙ୍ଗ୍ରୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଧୁରି ୩୦.୩୭୨୫ ଉତ୍ତର ଅକ୍ଷାଂଶ ଓ ୭୫.୮୬୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧୁରି ସହରର ମୋଟ ଜନସଂଖ୍ୟା ୪୯୨୯୦ ଅଟେ ।[୨] ସେଥି ମଧ୍ୟରୁ ୫୩.୭୦% ଜଣ ପରୁଷ ହୋଇଥିବା ବେଳେ ୪୬.୩୦% ଜଣ ନାରୀ ଅଟନ୍ତି । ଧୁରିର ସାକ୍ଷରତା ହାର ୬୭.୫୪% ଅଟେ । ଏହା ଜାତୀୟ ହାରଠାରୁ -୨.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୮.୬୮% ପ୍ରତିଶତ ପୁରୁଷ ଓ ୨୮.୮୬% ନାରୀ ଅଟନ୍ତି । ୧୨.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ପଞ୍ଜାବୀ ଧୁରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.