ଦେବବ୍ରତ ଦାସ
ଦେଖଣା
(Debabrata Dasରୁ ଲେଉଟି ଆସିଛି)
ଦେବବ୍ରତ ଦାସ | |
---|---|
ଜନ୍ମ | ୮ ଜୁନ ୧୯୮୭ |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧ |
ଦେବବ୍ରତ ଦାସ (ଜନ୍ମ : ୮ ଜୁନ ୧୯୮୭), ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୨୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
- ଆଉଜଣେ ଆମ୍ରପାଲି
- ମାୟା
- ଚାଲ ରୂପା ଗାଁ ଦେଖିଆସିବା ଚାଲ[୨]
- ଲାଞ୍ଜ
- ଠ
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦେବବ୍ରତ ୧୯୮୭ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତ୍ରଗତ କେଦାରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୧ (ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ)
- ଅଖିଳ ଯୁବ ସମ୍ମାନ
- ଅନ୍ୟ ଏକ ବୈତରଣୀ ଗଳ୍ପ ସମ୍ମାନ[୪]
ଆଧାର
[ସମ୍ପାଦନା]- ↑ "PRESS RELEASE : SAHITYA AKADEMY YUVA PURASKARA 2021" (PDF). www.sahitya-akademi.gov.in/. Sahitya Akademi. Archived from the original (PDF) on 30 December 2021. Retrieved 31 December 2021.
- ↑ "ହୃଷୀକେଶ ମଲ୍ଲିକଙ୍କୁ ଅକାଦେମି ପୁରସ୍କାର". No. ସମ୍ବାଦ ୩୧/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 December 2021. Retrieved 31 December 2021.
- ↑ "ଲେଖିସାରିବା ପରର ଆନନ୍ଦ ହିଁ ଲେଖକ ପାଇଁ ସବୁ କିଛି". No. ସମ୍ବାଦ ୨୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 23 January 2022. Archived from the original on 23 January 2022. Retrieved 23 January 2022.
- ↑ "ଯେତିକି ଲେଖାଯାଏ, ତାହାର କାହିଁ କେତେଗୁଣ ଘଟଣା ଜୀବନ ଘଟାଏ". https://sambadepaper.com/. 12 November 2018. Retrieved 23 September 2024.
{{cite web}}
: External link in
(help)|website=