ଦେବଦାସ କନକଲା

ଉଇକିପିଡ଼ିଆ‌ରୁ
ଦେବଦାସ କନକଲା
ଜନ୍ମ(1945-07-30)୩୦ ଜୁଲାଇ ୧୯୪୫
ୟନମ, ଭାରତ
ମୃତ୍ୟୁ
୨ ଅଗଷ୍ଟ ୨୦୧୯(2019-08-02) (ବୟସ ୭୪)
ଜାତୀୟତାଭାରତୀୟ
ବୈବାହିକ-ସାଥୀଲକ୍ଷ୍ମୀ କନକଲା
ସନ୍ତାନରାଜୀବ କନକଲା, ଶ୍ରୀ ଲକ୍ଷ୍ମୀ
ସମ୍ପର୍କୀୟସୁମା କନକଲା (ବୋହୂ)

ଦେବଦାସ କନକଲା (୩୦ ଜୁଲାଇ ୧୯୪୫[୧] – ୨ ଅଗଷ୍ଟ ୨୦୧୯)[୨] ଆନ୍ଧ୍ରପ୍ରଦେଶର ଜଣେ ଭାରତୀୟ ଅଭିନେତା ଯିଏକି ତେଲୁଗୁ[୩] ଭାଷା କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମ ଆଦିରେ ଅଭିନୟ କରୁଥିଲେ । ରଜନୀକାନ୍ତ, ଚିରଞ୍ଜିବୀ ଏବଂ ରାଜେନ୍ଦ୍ର ପ୍ରସାଦ ତାଙ୍କ ଅଧୀନରେ ତାଲିମ ନେଇଥିଲେ । ଅଭିନୟ ଦକ୍ଷତା ପାଇଁ ସେ ବହୁତ ଭଲ ପ୍ରଶିକ୍ଷକ ଭାବରେ ଜଣାଶୁଣା ।

ପରିବାର[ସମ୍ପାଦନା]

ସେ ଅଭିନେତା ରାଜୀବ କନକଲା ଏବଂ ଶ୍ରୀ ଲକ୍ଷ୍ମୀଙ୍କ ବାପା । ଦୂରଦର୍ଶନ ଉପସ୍ଥାପିକା ସୁମା କାନାକାଲା ତାଙ୍କ ବୋହୂ । ସେ ହାଇଦ୍ରାବାଦରେ ଏକ ଅଭିନୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ତାଙ୍କ ପତ୍ନୀ ୨୦୧୮ ମସିହାରେ ମୃତ୍ୟୁବରଣ କରିବାଯାଏଁ ଏହି ଅଭିନୟ ବିଦ୍ୟାଳୟରେ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର
  • ଓ ସୀତା କଥା (୧୯୭୪)
  • ମାଙ୍ଗଲ୍ୟନାକି ମାରୋମୁଡି (୧୯୭୬)
  • ସିରି ସିରି ମୁବ୍ବା (୧୯୭୬)
  • ଗୋରିନ୍ତକୁ (୧୯୭୯)
  • ମଞ୍ଚୁପାଲ୍ଲକି (୧୯୮୨)
  • ଭଲେ ଆମାୟିଲୁ (୧୯୮୨)
  • ନ୍ୟାୟମ୍ କୋସମ୍[୪] (୧୯୮୮)
  • ଭଲେ ଦମ୍ପତଲୁ (୧୯୮୯)
  • ଚେଟୁ କିଣ୍ଡା ପ୍ଲିଡର୍ (୧୯୮୯)
  • ଗ୍ୟାଙ୍ଗ ଲିଡର୍ (୧୯୯୧)
  • କ୍ରିମିନାଲ୍ (୧୯୯୪)
  • ଅମ୍ମୋ! ଓକାଟୋ ତାରୀକୁ (୨୦୦୦)
  • ମୀ ଆୟନ ଜାଗ୍ରତା (୨୦୦୦)
  • ଇବାଦ୍ର ରାଓଡି[୫] (୨୦୦୧)
  • ମାନସାନ୍ତ ନୁବ୍ବେ (୨୦୦୧)
  • ଓକାଟୋ ନମବର କୁରାଡୁ (୨୦୦୨)
  • ଶ୍ରୀରାମ (୨୦୦୨)
  • ଶମ୍ଭୁ (୨୦୦୩)
  • ଅନଗନଗା ଓ କୁରାଡୁ (୨୦୦୩)
  • ପେଦାବାବୁ (୨୦୦୪)
  • ଧନ ୫୧ (୨୦୦୫)
  • ମଲ୍ଲିଶ୍ୱରୀ (୨୦୦୪)
  • ଅସାଧ୍ୟୁଡୁ (୨୦୦୬)
  • ଓକ୍କା ମାଗାଡୁ (୨୦୦୮)
  • କିଙ୍ଗ୍ (୨୦୦୮)
  • ଜୋଶ୍ (୨୦୦୯)
  • ସୁବପ୍ରଦମ୍ (୨୦୧୦)
  • ନୀ ସ୍ନେହମ୍
  • ଏନ୍ତିରାନ (୨୦୧୦; ତାମିଲ)
  • ଭରତ ଆନେ ନେନୁ (୨୦୧୮)
ନିର୍ଦ୍ଦେଶିତ କଥାଚିତ୍ର
  • ଚାଲି ଚୀମାଲୁ (୧୯୭୮)
  • ନିଜାମ୍
  • ନାଗମଲ୍ଲୀ
  • ଓ ଇଣ୍ଟି ବାଗୋତମ
  • ପୂଣ୍ୟୁଭୂମି କାଲୁ ତେରିଚିଣ୍ଡି

ଆଧାର[ସମ୍ପାଦନା]

  1. "Veteran Actor Devadas Kankala Passes Away". www.teluguvoice.com.
  2. "Noted Telugu actor Devadas Kanakala passes away at age 74". 3 August 2019.
  3. "Telugu Tv Actor Devadas Kanakala Biography, News, Photos, Videos".
  4. "Nyayam Kosam 1988 Telugu Movie Cast Crew,Actors,Director, Nyayam Kosam Producer,Banner,Music Director,Singers & Lyricists". MovieGQ (in ଇଂରାଜୀ). Retrieved 19 May 2023.
  5. "Evadra Rowdy (2001)". Indiancine.ma. Retrieved 2023-06-28.

ବାହାର ଆଧାର[ସମ୍ପାଦନା]