ଦେବଦାସ କନକଲା
Appearance
ଦେବଦାସ କନକଲା | |
---|---|
ଜନ୍ମ | ୟନମ, ଭାରତ | ୩୦ ଜୁଲାଇ ୧୯୪୫
ମୃତ୍ୟୁ | ୨ ଅଗଷ୍ଟ ୨୦୧୯ (ବୟସ ୭୪) |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଲକ୍ଷ୍ମୀ କନକଲା |
ସନ୍ତାନ | ରାଜୀବ କନକଲା, ଶ୍ରୀ ଲକ୍ଷ୍ମୀ |
ସମ୍ପର୍କୀୟ | ସୁମା କନକଲା (ବୋହୂ) |
ଦେବଦାସ କନକଲା (୩୦ ଜୁଲାଇ ୧୯୪୫[୧] – ୨ ଅଗଷ୍ଟ ୨୦୧୯)[୨] ଆନ୍ଧ୍ରପ୍ରଦେଶର ଜଣେ ଭାରତୀୟ ଅଭିନେତା ଯିଏକି ତେଲୁଗୁ[୩] ଭାଷା କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମ ଆଦିରେ ଅଭିନୟ କରୁଥିଲେ । ରଜନୀକାନ୍ତ, ଚିରଞ୍ଜିବୀ ଏବଂ ରାଜେନ୍ଦ୍ର ପ୍ରସାଦ ତାଙ୍କ ଅଧୀନରେ ତାଲିମ ନେଇଥିଲେ । ଅଭିନୟ ଦକ୍ଷତା ପାଇଁ ସେ ବହୁତ ଭଲ ପ୍ରଶିକ୍ଷକ ଭାବରେ ଜଣାଶୁଣା ।
ପରିବାର
[ସମ୍ପାଦନା]ସେ ଅଭିନେତା ରାଜୀବ କନକଲା ଏବଂ ଶ୍ରୀ ଲକ୍ଷ୍ମୀଙ୍କ ବାପା । ଦୂରଦର୍ଶନ ଉପସ୍ଥାପିକା ସୁମା କାନାକାଲା ତାଙ୍କ ବୋହୂ । ସେ ହାଇଦ୍ରାବାଦରେ ଏକ ଅଭିନୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ତାଙ୍କ ପତ୍ନୀ ୨୦୧୮ ମସିହାରେ ମୃତ୍ୟୁବରଣ କରିବାଯାଏଁ ଏହି ଅଭିନୟ ବିଦ୍ୟାଳୟରେ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]- ଅଭିନୀତ କଥାଚିତ୍ର
- ଓ ସୀତା କଥା (୧୯୭୪)
- ମାଙ୍ଗଲ୍ୟନାକି ମାରୋମୁଡି (୧୯୭୬)
- ସିରି ସିରି ମୁବ୍ବା (୧୯୭୬)
- ଗୋରିନ୍ତକୁ (୧୯୭୯)
- ମଞ୍ଚୁପାଲ୍ଲକି (୧୯୮୨)
- ଭଲେ ଆମାୟିଲୁ (୧୯୮୨)
- ନ୍ୟାୟମ୍ କୋସମ୍[୪] (୧୯୮୮)
- ଭଲେ ଦମ୍ପତଲୁ (୧୯୮୯)
- ଚେଟୁ କିଣ୍ଡା ପ୍ଲିଡର୍ (୧୯୮୯)
- ଗ୍ୟାଙ୍ଗ ଲିଡର୍ (୧୯୯୧)
- କ୍ରିମିନାଲ୍ (୧୯୯୪)
- ଅମ୍ମୋ! ଓକାଟୋ ତାରୀକୁ (୨୦୦୦)
- ମୀ ଆୟନ ଜାଗ୍ରତା (୨୦୦୦)
- ଇବାଦ୍ର ରାଓଡି[୫] (୨୦୦୧)
- ମାନସାନ୍ତ ନୁବ୍ବେ (୨୦୦୧)
- ଓକାଟୋ ନମବର କୁରାଡୁ (୨୦୦୨)
- ଶ୍ରୀରାମ (୨୦୦୨)
- ଶମ୍ଭୁ (୨୦୦୩)
- ଅନଗନଗା ଓ କୁରାଡୁ (୨୦୦୩)
- ପେଦାବାବୁ (୨୦୦୪)
- ଧନ ୫୧ (୨୦୦୫)
- ମଲ୍ଲିଶ୍ୱରୀ (୨୦୦୪)
- ଅସାଧ୍ୟୁଡୁ (୨୦୦୬)
- ଓକ୍କା ମାଗାଡୁ (୨୦୦୮)
- କିଙ୍ଗ୍ (୨୦୦୮)
- ଜୋଶ୍ (୨୦୦୯)
- ସୁବପ୍ରଦମ୍ (୨୦୧୦)
- ନୀ ସ୍ନେହମ୍
- ଏନ୍ତିରାନ (୨୦୧୦; ତାମିଲ)
- ଭରତ ଆନେ ନେନୁ (୨୦୧୮)
- ନିର୍ଦ୍ଦେଶିତ କଥାଚିତ୍ର
- ଚାଲି ଚୀମାଲୁ (୧୯୭୮)
- ନିଜାମ୍
- ନାଗମଲ୍ଲୀ
- ଓ ଇଣ୍ଟି ବାଗୋତମ
- ପୂଣ୍ୟୁଭୂମି କାଲୁ ତେରିଚିଣ୍ଡି
ଆଧାର
[ସମ୍ପାଦନା]- ↑ "Veteran Actor Devadas Kankala Passes Away". www.teluguvoice.com.
- ↑ "Noted Telugu actor Devadas Kanakala passes away at age 74". 3 August 2019.
- ↑ "Telugu Tv Actor Devadas Kanakala Biography, News, Photos, Videos".
- ↑ "Nyayam Kosam 1988 Telugu Movie Cast Crew,Actors,Director, Nyayam Kosam Producer,Banner,Music Director,Singers & Lyricists". MovieGQ (in ଇଂରାଜୀ). Retrieved 19 May 2023.
- ↑ "Evadra Rowdy (2001)". Indiancine.ma. Retrieved 2023-06-28.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବଦାସ କନକଲା