ଦୁରନ୍ତ ଏକ୍ସପ୍ରେସ ଟ୍ରେନ

ଉଇକିପିଡ଼ିଆ‌ରୁ

ଦୁରନ୍ତ ଏକ୍ସପ୍ରେସ ଏକ ଦୂରଗାମୀ , ସ୍ୱଳ୍ପ ରହଣିସ୍ଥଳ ବିଶିଷ୍ଟ ଟ୍ରେନ ଶ୍ରେଣୀ ଯାହା ଭାରତୀୟ ରେଳବାଇଦ୍ୱାରା ପ୍ରଚାଳନ କରାଯାଇଛି । ମୁଖ୍ୟତହ ଏହି ଟ୍ରେନ ସାନୁହରେ ଯାତ୍ରାରମ୍ଭ ସ୍ଥଳରୁ ଗନ୍ତବ୍ୟ ସ୍ଥଳ ଯାଏ ସିଧାସଳକ ଟିକେଟ ଛଡା ଆଉ ମଧ୍ୟ ବର୍ତୀ ରହଣିରୁ ଟିକେଟ ମିଳିବାର ବ୍ୟବସ୍ଥା ନ ଥିଲା। ତେବେ ବର୍ତ୍ତମାନ ଏଥିରେ ମଧ୍ୟ ବର୍ତୀ ଷ୍ଟେସନରୁ ମଧ୍ୟ ଟିକେଟ ବ୍ୟବସ୍ଥା ହେଲାଣି । ହରିତ ଓ ସବୁଜ ରଙ୍ଗ ବିଶିଷ୍ଟ ଏହି ଟ୍ରେନ ସମୂହ ଦେଶର ମୁଖ୍ୟ ମେଟ୍ରୋ ସହରମାନଙ୍କୁ ତଥା ଭାରତୀୟ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରିଥାଏ । ଏହି ଟ୍ରେନ ସମୂହ ଗତି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସଠାରୁ ଦ୍ରୁତତର ହେଇଥାଏ । 

ଇତିହାସ[ସମ୍ପାଦନା]

ଭାରତ ସରକାରଙ୍କ ରେଳ ବିଭାଗ ୨୦୦୭ରୁ ଦ୍ରୁତ ଗତି ଚଳିତ ଟ୍ରେନଗୁଡ଼ିକ ଚଳେଇବା ପାଇଁ ଉଦ୍ୟମ ଆରମ୍ଭ କରି ଏଥିପାଇଁ ୫୦୦ କିଲୋମିଟର ରେଳପଥକୁ ଉପଯୁକ୍ତ ବୋଲି ଚିହ୍ନଟ କରିଥିଲେ । ପରିକ୍ଷ୍ୟା ମୂଳକ ଭାବେ ଦିଲ୍ଲୀ ଅମୃତସର ମଧ୍ୟରେ ଥିବା ରେଳପଥକୁ ଏଥି ପାଇଁ ସର୍ଭେ କରାଯାଇଥିଲା । ଏହା ସହିତ ପୁନେ- ମୁମ୍ବାଇ, ମୁମ୍ବାଇ-ହାଇଦେରବାଦ , ଚେନେଇ -ଥିରୁବନ୍ତପୁର ରେଳପଥକୁ ମଧ୍ୟ ବିଚାର କରାଯାଉଛି ଓ ବିଦେଶରୁ ଟେକନିକାଲ ପରାମଶା ନିଆ ଯାଉଛି ।  ୨୦୦୯=୧୦ରେ ଦୁରନ୍ତ ଏକ୍ସପ୍ରେସ ଟ୍ରେନ ଚାଲିବା ସହିତ ଏହି ଦ୍ରୁତ ଗତି ଟ୍ରେନ ଶ୍ରେଣୀ ଚଳେଇବାର ପ୍ରଥମ ସୋପାନ  ହିସାବ ଆରମ୍ଭ କରାଯାଇଥିଲା । ସିଆଲଦା - ନୂଆ ଦିଲ୍ଲୀ ମଧ୍ୟରେ ପ୍ରଥମ ଦୁରନ୍ତ ଟ୍ରେନ ପ୍ରଚାଳନ ହେଇଥିଲା। 

ଗୁଣବତ୍ତା ଓ ବେଗ[ସମ୍ପାଦନା]

ସବୁ ଦୁରନ୍ତ ଟ୍ରେନକୁ ଦ୍ରୁତ ଗତି ଟ୍ରେନ ହିସାବରେ ଗଣାଯାଏ । ସିଆଲଦା - ନୂଆ ଦିଲ୍ଲୀ ଦୁରନ୍ତ ଟ୍ରେନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ୧୬ ଘଣ୍ଟା ଲାଗୁଥିଲା ବେଳେ ଅନ୍ୟତମ ଦ୍ରୁତଗତି ଟ୍ରେନ ରାଜଧାନୀ ଏକ୍ସପ୍ରେସ ଜୁ ସେହି ପଥରେ ୧୭ ଘଣ୍ଟା ଲାଗିଥାଏ । ତେବେ ବର୍ତ୍ତମାନ ଏହାର ବେଗର ସର୍ବୋଛ ସୀମା ୧୧୦ କିଲୋମିଟର ଘଣ୍ଟା ପିଛା ରଖା  ଯାଇଛି । 

ବର୍ତ୍ତମାନ ପ୍ରଚଳିତ ଥିବା ଦୃଅନ୍ତ ଏକ୍ସପ୍ରେସ ସାହୁହାର ତାଲିକା[ସମ୍ପାଦନା]

No Train number Services Avg Speed
1 12213/12214 ଜସବନ୍ତପୁର ଦିଲ୍ଲୀ ସରାଇ ରୋହିଲା ଦୁରନ୍ତ ଏକ୍ସପ୍ରେସ
2 12219/12220 ସିକନ୍ଦରାବାଦ - ମୁମ୍ବାଇ ଦୁରନ୍ତ ଏକ୍ସପ୍ରେସ
3 12221/12222 ପୁନେ ହୱଡା ଦୁରନ୍ତ expres 71 km/hr
4 12223/12224 ଲୋକମାନ୍ୟ ତିଳକ ଟେମୀନସ - ଦୁରନ୍ତ ଏକ୍ସପ୍ରେସ
5 12227/12228 ଇନ୍ଦୋର ଦୁରନ୍ତ ଏକ୍ସପ୍ରେସ
6 12239/12240 ଜଯପୁର ଦୁରନ୍ତ ଏକ୍ସପ୍ରେସ 70 km/hr
7 12245/12246 ହବଡା ଜସବନ୍ତ ପୁର ଦୁରନ୍ତ ଏକ୍ସପ୍ରେସ 67 km/hr
8 12259/12260 ସିଆଲଦା - ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ 85 km/hr
9 12261/12262 ହବଡା ମୁନବାଇ CST ଦୁରନ୍ତ ଏକ୍ସପ୍ରେସ 74 km/hr
10 12263/12264 ହଜରତ ନିଜମୁଦ୍ଦିନ ଦୁରନ୍ତ ଏକ୍ସପ୍ରେସ 78 km/hr
11 12265/12266 ଦିଲ୍ଲୀ ସରାଇ ରିହିଲା ଜମ୍ମୁ ତୱି ଦୁରନ୍ତ ଏକ୍ସପ୍ରେସ
12 12267/12268 ଅହମଦାବାଦ ଦୁରନ୍ତ ଏକ୍ସପ୍ରେସ 78 km/hr
13 12269/12270 ଚେନ୍ନେଇ ଦୁରନ୍ତ ଏକ୍ସପ୍ରେସ 77 km/hr
14 12273/12274 ହବଡା ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ 84 km/hr
15 12275/12276 ଆଲ୍ଲାହାବାଦ ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ 85 Km/Hr
16 12281/12282 ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ 77 km/hr
17 12283/12284 ଏର୍ନାକୁଲମ ଦୁରନ୍ତ ଏକ୍ସପ୍ରେସ 68 km/hr
18 12285/12286 ସିକନ୍ଦରବାଦ ହଜରତ ନିଜମୁଦ୍ଦିନ ଦୁରନ୍ତ ଏକ୍ସପ୍ରେସ 76 km/hr
19 12289/12290 ନାଗପୁର ଦୁରନ୍ତ ଏକ୍ସପ୍ରେସ 74 km/hr
20 12293/12294 ଆଲ୍ଲାହାବାଦ ଦୁରନ୍ତ ଏକ୍ସପ୍ରେସ 70 km/hr
21 12297/12298 ପୁନେ ଅହମଦାବାଦ ଦୁରନ୍ତ ଏକ୍ସପ୍ରେସ 82 km/hr
22 12847/12848 ହବଡା ଦିଘା ଦୁରନ୍ତ ଏକ୍ସପ୍ରେସ 60 km/hr
23 22201/22202 ସିଆଲଦା ପୁରୀ ଦୁରନ୍ତ ଏକ୍ସପ୍ରେସ 64 km/hr
24 22203/22204 ବିଶାଖାପାଟନା ସିକନ୍ଦରବାଦ ଦୁରନ୍ତ ଏକ୍ସପ୍ରେସ 73 km/hr
25 22205/22206 ଚେନ୍ନେଇ ମଦୁରାଇ ଦୁରନ୍ତ ଏକ୍ସପ୍ରେସ 62 km/hr
26 22213/22214 କଲିକତା ଶାଳିମାର ଦୁରନ୍ତ ଏକ୍ସପ୍ରେସ 62 km/hr
27 22209/22210 ମୁମ୍ବାଇ ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ 82 km/hr
ଜସବନ୍ତପୁର ହୱଡା ଦୁରନ୍ତ ଏକ୍ସପ୍ରେସ ଜସବନ୍ତ ପୁର ଷ୍ଟେସନ ଛାଡୁଥିବା ବେଳେ
ଆଲ୍ଲାହବାଦ ଦୁରନ୍ତ ଏକ୍ସପ୍ରେସ .
No Previous Service Now running as
1 ଆଜମେର ନିଜମୁଦ୍ଦିନ ଦୁରନ୍ତ ଏକ୍ସପ୍ରେସ ଆଜମେର ହଜରତ ନିଜମୁଦ୍ଦିନ ଜନ ଶତାବ୍ଦୀ ଏକ୍ସପ୍ରେସ
2 Chennai Coimbatore AC Duronto Express Chennai Coimbatore Shatabdi Express
3 Amrtisar Chandigarh Duronto Express Amritsar Chandigarh Superfast Express
4 Lucknow New Delhi AC Duronto Express Lucknow Rajdhani Express
5 Anuvrat AC Superfast Express Anuvrat AC Duronto Express

ଘଟଣାବଳି ଓ ଦୁର୍ଘଟଣା[ସମ୍ପାଦନା]

  • In January 2010, the passengers of the Duronto Express between Nagpur and Mumbai complained about passengers without confirmed tickets travelling inside the reserved coaches.[୧]
  • In May 2010, at least 19 passengers on board the Ernakulam Duronto Express were admitted to the Government General Hospital after complaining of food poisoning.[୨]
  • In June 2010, the Howrah Mumbai CST Duronto express faced interruption as its engine and generator car were detached from the rest of the train's coaches due to technical problems. The problem was fixed within less than an hour.[୩]
  • In June 2013, the 12264 Pune Duronto derailed near Monkey Hill due to a landslide. No injuries were reported & the train reached 5 hours late at Pune Junction [୧].
  • In September 2015, 12220 Secunderabad Mumbai Duronto Express Express derailed at Martur station between Shahbad and Gulbarga on Solapur Division in Karnataka at around 2:15 am. Two passengers were killed and more than 30 injured when eight of its coaches were derailed.ପୁନଶ୍ଚ ପଢନ୍ତୁ 
  • Express trains in India
  • Jan Shatabdi Express
  • Shatabdi Express
  • Rajdhani Express
  • Garib Rath
  • Superfast Mail/Express – other categories of fast rail services in India
  • Rajya Rani Express
  • Vivek Express

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

|}|}|}