ବିବେକ ଏକ୍ସପ୍ରେସ ଟ୍ରେନ


ବିବେକ ଏକ୍ସପ୍ରେସ ଟ୍ରେନ (ହିନ୍ଦୀ ଓ ମରାଠୀ i : विवेक एक्सप्रेस, ଗୁଜୁରାତି : વિવેક એક્ષ્પ્રેસ, ବେଙ୍ଗଲି : বিবেক এক্সপ্রেস, Assamese : বিবেক এক্সপ্রেস, କାନାଡା :ವಿವೇಕ್ ಎಕ್ಸ್ ಪ್ರೆಸ್, ତାମିଲ : விவேக் விரைவு தொடருந்து), ତେଲୁଗୁ : వివేక్ ఎక్స్ప్రెస్ ପ୍ରକୃତରେ ଭାରତୀୟ ରେଳ ବିଭାଗ ତରଫରୁ ଚାଲୁଥିବା ୪ ଯୋଡ଼ା ଟ୍ରେନ । ୨୦୧୧-୧୨ ରେଳ ବଜେଟରେ ଘୋଷିତ ହେଇଥିବା ଏହି ଟ୍ରେନ ସମୂହର ପରିକଳ୍ପନା ସ୍ୱାମୀ ବିବେକାନନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନକୁ ସ୍ମରଣୀୟ କରିବା ପାଇଁ ହେଇଥିଲା । ସେହି ୪ଟି ରୁଟ ମଧ୍ୟରୁ ଗୋଟିଏ ଆସାମର ଦିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରହିଛି । ଏହା ଭାରତରେ ଚାଲୁଥିବା ସବୁଠୁ ଦୀର୍ଘ ରୁଟ ଓ ପୃଥିବୀର ୯ ତମ ଦୀର୍ଘ ରୁଟ । ଏହି ୪ଟି ଯାକ ଟ୍ରେନ ବର୍ତ୍ତମାନ ସାପ୍ତାହିକ ଭିତ୍ତିରେ ଚାଲେ ।
ବିବେକ ଏକ୍ସପ୍ରେସ ଟ୍ରେନର ତାଲିକା [ସମ୍ପାଦନା]
ଜୁଲାଇ ୨୦୧୩ ଯାଏ ୪ ଯୋଡ଼ା ବିବେକ ଏକ୍ସପ୍ରେସ ଚଳୁଥିଲା ।
- 15905/15906 - ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନ
- 19567/19568 - ଓଖା - ତୁତିକୋରିନ ବିବେକ ଏକ୍ସପ୍ରେସ
- 19027/19028 - ବାନ୍ଦ୍ରା- ଜାମ୍ମୁ ତାୱି ବିବେକ ଏକ୍ସପ୍ରେସ
- 22851/22852 -ସନ୍ତରାଗଛି - ମାଙ୍ଗାଲୋର ବିବେକ ଏକ୍ସପ୍ରେସ


ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନ [ସମ୍ପାଦନା]
ଓଖା - ତୁତିକୋରିନ ବିବେକ ଏକ୍ସପ୍ରେସ [ସମ୍ପାଦନା]


ବାନ୍ଦ୍ରା- ଜାମ୍ମୁ ତାୱି ବିବେକ ଏକ୍ସପ୍ରେସ [ସମ୍ପାଦନା]
ସନ୍ତରାଗଛି - ମାଙ୍ଗାଲୋର ବିବେକ ଏକ୍ସପ୍ରେସ[ସମ୍ପାଦନା]

ଭବିଷ୍ୟତ ଯୋଜନା [ସମ୍ପାଦନା]
ଭାରତୀୟ ରେଳ ବିଭାଗ ତରଫରୁ ଭବିଷ୍ୟତରେ ଆହୁରି ଅଧିକ ବିବେକ ଏକ୍ସପ୍ରେସ ଚଳେଇବାର ଯୋଜନା ରହିଛି ।
ପୁନଶ୍ଚ ପଠନ [ସମ୍ପାଦନା]
- Himsagar Express
- Tamil Nadu Express