ଦିୟା ଚୋପ୍ରା
ଦେଖଣା
ଦିୟା ଚୋପ୍ରା | |
|---|---|
| ଜନ୍ମ | ୯ ଡିସେମ୍ବର ୧୯୮୫ ନୂଆ ଦିଲ୍ଲୀ, ଭାରତ |
| ବୈବାହିକ-ସାଥୀ | ରିତ୍ଚି ମେହେଟ୍ଟା (ବିବାହ. ୨୦୧୬) |
| ପିତାମାତା | ରବି ଚୋପ୍ରା (ବାପା) ମଞ୍ଜୁ ଚୋପ୍ରା (ମାଆ) |
| ସମ୍ପର୍କୀୟ | ରୋଷଣୀ ଚୋପ୍ରା (ଭଉଣୀ) |
ଦିୟା ଚୋପ୍ରା (ଜନ୍ମ: ୯ ଡିସେମ୍ବର ୧୯୮୫) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ତାଙ୍କ ଭଉଣୀ ରୋଶ୍ନୀ ଚୋପ୍ରା ମଧ୍ୟ ଜଣେ ଅଭିନେତ୍ରୀ । ଜୀ ଟିଭିର ଧାରାବାହିକ ମିଷ୍ଟ୍ରେସ୍ କୌଶିକ କି ପାଞ୍ଚ ବହୁୟେଁରେ, ସେ ଶେଷଥର ପାଇଁ କାମ କରିଛନ୍ତି । ମଇ ୨୦୧୨ରେ, ସେ ଏହି ଧାରାବାହିକରୁ ଓହରି ଯାଇଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକ | ଚ୍ୟାନେଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୦୭-୦୮ | ଲଭ୍ ଷ୍ଟୋରୀ | ଝିଲ୍ମିଲ୍ | ସବ୍ ଟିଭି | |
| ୨୦୦୮ | ଲେଫ୍ଟ ରାଇଟ୍ ଲେଫ୍ଟ | କ୍ୟାଡେଟ୍ ବିଦ୍ୟା ସକ୍ସେନା | ||
| ୨୦୦୯ | ହିନ୍ଦି ହୈ ହମ୍ | ଲଭ୍ଲିନ୍ | ରିଅଲ୍ ଟିଭି | |
| ୨୦୧୦ | ନା ଆନା ଇସ୍ ଦେଶ୍ ଲାଦୋ | ସୋନାଲି | କଲର୍ସ ଟିଭି | |
| ୨୦୧ | ରିସ୍ତା ଡଟ୍ କମ୍ | |||
| କାଶୀ – ଅବ୍ ନା ରହେ ତେରେ କାଗାଜ କୋରା | ବୈଜୟନ୍ତୀ | ଇମାଜିନ୍ ଟିଭି | ||
| ମନ୍ କି ଆୱାଜ ପ୍ରତିଘାତ | ଅନୁ | ଷ୍ଟାର୍ ପ୍ଲସ୍ | ||
| ୨୦୧୧-୧୨ | ମିଷ୍ଟ୍ରେସ୍ କୌଶିକ କି ପାଞ୍ଚ ବହୁୟେଁ | ରିଆ କୌଶିକ | ଜୀ ଟିଭି | |
| ୨୦୧୩ | ଛନ୍ଛନ୍ | ପୁର୍ବି | ସୋନି ଟିଭି | କ୍ୟାମିଓ |
ଆଧାର
[ସମ୍ପାଦନା]- ↑ "Deeya Chopra out, Preet Kaur in Mrs. Kaushik Ki Paanch Bahuein". The Times of India. Archived from the original on 2013-01-03.