ରୋଷଣୀ ଚୋପ୍ରା
ଦେଖଣା
ରୋଷଣୀ ଚୋପ୍ରା | |
|---|---|
![]() ୨୦୧୭ ମସିହାରେ ରୋଷଣୀ ଚୋପ୍ରା | |
| ଜନ୍ମ | ନୂଆ ଦିଲ୍ଲୀ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ମଡେଲ, ଅଭିନେତ୍ରୀ, ଦୂରଦର୍ଶନ ଉପସ୍ଥାପିକା |
| ସକ୍ରିୟ ବର୍ଷ | ୨୦୦୧–ଏବେଯାଏଁ |
| ବୈବାହିକ-ସାଥୀ |
ସିଦ୍ଧାର୍ଥ କୁମାର ଆନନ୍ଦ
(m. ୨୦୦୬) |
| ସନ୍ତାନ | ୨ |
| ପିତାମାତା | ରବି ଚୋପ୍ରା (ବାପା) ମଞ୍ଜୁ ଚୋପ୍ରା (ମାଆ) |
| ସମ୍ପର୍କୀୟ | ଦିୟା ଚୋପ୍ରା (ଭଉଣୀ) |
ରୋଷଣୀ ଚୋପ୍ରା ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଦୂରଦର୍ଶନ ଉପସ୍ଥାପିକା । ସେ ଇମାଜିନ୍ ଟିଭିର ରିଆଲିଟି ଶୋ ଦିଲ୍ ଜିତେଗି ଦେଶୀ ଗାର୍ଲ ଜିତିଥିଲେ ।[୧] ଜୀ ଟିଭିରେ ପ୍ରସାରିତ ଧାରାବାହିକ କସମ ସେରେ, ସେ ପିଆ ଭୂମିକାରେ ଅଭିନୟ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ତାଙ୍କ ଭଉଣୀ, ଦିୟା ଚୋପ୍ରା ମଧ୍ୟ ଜଣେ ଅଭିନେତ୍ରୀ । ସେ କଥାଚିତ୍ର ନିର୍ମାତା ସିଦ୍ଧାର୍ଥ ଆନନ୍ଦ କୁମାରଙ୍କୁ ବିବାହ କରିଛନ୍ତି । ୨୦୧୨ରେ, ତାଙ୍କ ପୁଅ ଜନ୍ମ ହୋଇଥିଲା ଏବଂ ୨୦୧୬ରେ ୨ୟ ସନ୍ତାନ ଜନ୍ମ ହୋଇଥିଲା ।[୩][୪]
ଅଭିନୟ ଜୀବନ
[ସମ୍ପାଦନା]ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ପ୍ୟାର୍ ମେଁ ଟ୍ୱିଷ୍ଟରେ ସେ କାମ କରିଥିଲେ ।[୫] ୨୦୨୩-୨୪ରେ, ସେ ପ୍ୟାରିସ୍ରେ ଆୟୋଜିତ ଏକ ଫିଲ୍ମ ଫେଷ୍ଟିଭାଲ୍ରେ ସେ ଯୋଗ ଦେଇଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୪ | ଲେଟ୍ସ୍ ଏଞ୍ଜଏ | ସୋନଲ | |
| ୨୦୦୮ | ବ୍ରହ୍ମା: ଏନ୍ ଇଲ୍ୟୁଜନ୍ | ନିଧି | |
| ୨୦୧୧ | ଫିର୍ | ସିଆ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଚ୍ୟାନେଲ୍ |
|---|---|
| କସମ୍ ସେ | ଜୀ ଟିଭି |
| ଚକ୍ ଦେ ବଚ୍ଚେ | ୯ଏକ୍ସ |
| ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ | କଲର୍ସ ଟିଭି |
| କମେଡ଼ି ସର୍କସ୍ | ସୋନି ଟିଭି |
| ଦିଲ୍ ଜିତେଗୀ ଦେଶୀ ଗାର୍ଲ | ଇମାଜିନ୍ ଟିଭି |
| ପ୍ୟାର୍ ମେଁ ଟ୍ୱିଷ୍ଟ୍ | ଷ୍ଟାର୍ ପ୍ଲସ୍ |
| କମେଡ଼ି କା ମହା ମୁକାବଲ୍ | |
| ଆହାଟ | ସୋନି ଟିଭି |
| କେମେଡ଼ି ସର୍କସ୍ କା ନୟା ଦୌର୍ | |
| କାବ୍ୟାଞ୍ଜଳୀ | ଷ୍ଟାର୍ ପ୍ଲସ୍ |
| କମେଡ଼ି ନାଇଟ୍ସ ଉଇଥ୍ କପିଲ୍ | କଲର୍ସ ଟିଭି |
| ଆକବର୍ ବିର୍ବଲ୍ | ବିଗ୍ ମ୍ୟାଜିକ୍ |
| ହିରୋଜ୍ – ମୋମେଣ୍ଟସ୍ ଆଣ୍ଡ ମେମୋରୀସ୍ | ଷ୍ଟାର୍ ସ୍ପୋର୍ଟ୍ସ୍ |
| ନାଗିନ୍ – ଇଚ୍ଛାଧାରୀ ନାଗିନ୍ ଷ୍ଟୋରୀ | କଲର୍ସ ଟିଭି |
| ଦି କପିଲ ଶର୍ମା ଶୋ | ସୋନି ଟିଭି |
| ଦି ଡ୍ରାମା କମ୍ପାନୀ | |
ଆଧାର
[ସମ୍ପାଦନା]- ↑ "Roshni Chopra bags Desi Girl title". Hindustan Times. Archived from the original on 22 October 2010. Retrieved 18 October 2010.
- ↑ "This Kasamh Se actress is set to make her digital debut". India Today (in ଇଂରାଜୀ). 8 March 2018. Retrieved 20 January 2024.
- ↑ Mattoo, Seema (10 July 2016). "Roshni Chopra expecting her second child". The Times of India. Retrieved 13 July 2016.
- ↑ "Roshni Chopra shares first photo of her newborn son with a lovely poem, see pic". The Indian Express (in ଇଂରାଜୀ). 29 August 2016. Retrieved 20 January 2024.
- ↑ "Cannes 2023: This Indian Celeb Was Also There - Wearing Sneakers With Her Gown". NDTV.com. Retrieved 20 January 2024.
- ↑ "Things aren't as bad here: Roshni Chopra on being in Paris amid the riots". Hindustan Times (in ଇଂରାଜୀ). 4 July 2023. Retrieved 20 January 2024.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୋଷଣୀ ଚୋପ୍ରା
