ଦିକଛୁ

ଉଇକିପିଡ଼ିଆ ରୁ
Jump to navigation Jump to search
Dikchu
Village
ଦିକଛୁ is located in Sikkim
ଦିକଛୁ
Location in Sikkim, India
ଅବସ୍ଥିତି: 27°24′06″N 88°31′26″E / 27.4016°N 88.5238°E / 27.4016; 88.5238Coordinates: 27°24′06″N 88°31′26″E / 27.4016°N 88.5238°E / 27.4016; 88.5238
CountryIndia
StateSikkim
DistrictNorth Sikkim
IST (UTC+5:30)

ଦିକଛୁ  ଭାରତୀୟ ରାଜ୍ୟ ସିକ୍କିମର ଉତ୍ତର ଅଞ୍ଚଳରେ ଥିବା ଏକ ଗ୍ରାମ । ଏହା ଦିକଛୁ ନଦୀ ଓ ତିସ୍ତା ନଦୀର ସାଙ୍ଗମ ସ୍ଥଳର ପ୍ରବାହ ଧାରା ଠାରୁ 1 କିଲୋମିଟର ଦୂରରେ ଅବସ୍ଥିତ ।ଏଠାରେ ଦିକଛୁ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି ଯେଉଁଠି 96 ମେଗାବତ୍ତ ବିଦ୍ୟୁତ ଉତ୍ପାଦନ ହେଇଥାଏ । [୧]


ଆଧାର ସମୂହ [ସମ୍ପାଦନା]

  1. "Environmental clearance of the Dikchu Hydroelectric Power Project". Ministry of Environment and Forests (India). 1 August 2008. Retrieved 21 August 2015.