ତାସଗାଓଁ

ଉଇକିପିଡ଼ିଆ ରୁ
Jump to navigation Jump to search
Tasgaon
तासगांव
City
Tasgaon is located in Maharashtra
Tasgaon
Tasgaon
Location in Maharashtra, India
ଅବସ୍ଥିତି: 17°02′N 74°36′E / 17.03°N 74.6°E / 17.03; 74.6Coordinates: 17°02′N 74°36′E / 17.03°N 74.6°E / 17.03; 74.6
ଦେଶ India
ରାଜ୍ୟMaharashtra
ଜିଲ୍ଲାSangli
ଉଚ୍ଚତା560 m (1,840 ft)
ଜନସଂଖ୍ୟା (2011)[୧]
 • ମୋଟ୭୩,୩୪୫
ବସବାସୀTasgaonkar
ଭାଷା
 • ସରକାରୀMarathi
IST (UTC+5:30)

ତାସଗାଓଁ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ସଙ୍ଗ୍ଲି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତାସଗାଓଁ ୧୭.୦୩୭୦ ଉତ୍ତର ଅକ୍ଷାଂଶ ଓ ୭୪.୬୦୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩୭ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାସଗାଓଁ ସହରର ମୋଟ ଜନସଂଖ୍ୟା ୩୩୪୩୫ ଅଟେ ।[୩] ସେଥି ମଧ୍ୟରୁ ୫୧.୯୮% ଜଣ ପରୁଷ ହୋଇଥିବା ବେଳେ ୪୮.୦୨% ଜଣ ନାରୀ ଅଟନ୍ତି । ତାସଗାଓଁର ସାକ୍ଷରତା ହାର ୭୩.୯୬% ଅଟେ । ଏହା ଜାତୀୟ ହାର ଠାରୁ ୯.୧୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୨% ପ୍ରତିଶତ ପୁରୁଷ ଓ ୩୨.୫୪% ନାରୀ ଅଟନ୍ତି । ୧୨.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମରାଠୀ ତାସଗାଓଁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=602930
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]