ତାଲୋଦେ
Appearance
Talode
तळोदा Taloda | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Nandurbar |
Elevation | 366 m (1,201 ft) |
Population (2011)[୧] | |
• Total | ୨୬,୩୬୩ |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
ତାଲୋଦେ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନନ୍ଦୁର୍ବର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତାଲୋଦେ ୨୦.୪୭୯୩ ଉତ୍ତର ଅକ୍ଷାଂଶ ଓ ୭୪.୮୪୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୩୫ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲୋଦେ ସହରର ମୋଟ ଜନସଂଖ୍ୟା ୨୫୦୩୪ ଅଟେ ।[୩] ସେଥି ମଧ୍ୟରୁ ୫୦.୯୯% ଜଣ ପରୁଷ ହୋଇଥିବା ବେଳେ ୪୯.୦୧% ଜଣ ନାରୀ ଅଟନ୍ତି । ତାଲୋଦେର ସାକ୍ଷରତା ହାର ୬୦.୩୫% ଅଟେ । ଏହା ଜାତୀୟ ହାରଠାରୁ ୪.୪୯% ପ୍ରତିଶତ କମ ଅଟେ । ସେଥିରୁ ୩୪.୭୯% ପ୍ରତିଶତ ପୁରୁଷ ଓ ୨୫.୫୬% ନାରୀ ଅଟନ୍ତି । ୧୩.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ମରାଠୀ ତାଲୋଦେର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=555340
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.