Jump to content

ତମ୍ବା (୬୪ ସିୟୁ) ଅକ୍ସୋଡୋଟ୍ରିଓଟାଇଡ

ଉଇକିପିଡ଼ିଆ‌ରୁ

 

Copper (64Cu) oxodotreotide
Clinical data
Trade names Detectnet
Other names Copper Cu 64 dotatate
License data
  • <abbr class="country-name" title="<nowiki>United States</nowiki>">US DailyMed: Detectnet
Routes of<br><br>administration Intravenous
Drug class Radioactive diagnostic agent[]
Legal status
Legal status
  • <abbr class="country-name" title="<nowiki>United States</nowiki>">US: ℞-only
Identifiers
IUPAC name
  • 2-[4-[2-[[(2R)-1-[[(4R,7S,10S,13R,16S,19R)-10-(4-aminobutyl)-4-[[(1S,2R)-1-carboxy-2-hydroxypropyl]carbamoyl]-7-[(1R)-1-hydroxyethyl]-16-[(4-hydroxyphenyl)methyl]-13-(1H-indol-3-ylmethyl)-6,9,12,15,18-pentaoxo-1,2-dithia-5,8,11,14,17-pentazacycloicos-19-yl]amino]-1-oxo-3-phenylpropan-2-yl]amino]-2-oxoethyl]-10-(carboxylatomethyl)-7-(carboxymethyl)-1,4,7,10-tetrazacyclododec-1-yl]acetate;copper-64(2+)
Chemical and physical data
Formula C65H88CuN14O19S2
Molar mass 1497.16 g·mol−1
3D model (JSmol)
SMILES
  • CC(C1C(=O)NC(CSSCC(C(=O)NC(C(=O)NC(C(=O)NC(C(=O)N1)CCCCN)CC2=CNC3=CC=CC=C32)CC4=CC=C(C=C4)O)NC(=O)C(CC5=CC=CC=C5)NC(=O)CN6CCN(CCN(CCN(CC6)CC(=O)[O-])CC(=O)[O-])CC(=O)O)C(=O)NC(C(C)O)C(=O)O)O.[Cu+2]
InChI
  • InChI=1S/C65H90N14O19S2.Cu/c1-38(80)56-64(96)73-51(63(95)75-57(39(2)81)65(97)98)37-100-99-36-50(72-59(91)47(28-40-10-4-3-5-11-40)68-52(83)32-76-20-22-77(33-53(84)85)24-26-79(35-55(88)89)27-25-78(23-21-76)34-54(86)87)62(94)70-48(29-41-15-17-43(82)18-16-41)60(92)71-49(30-42-31-67-45-13-7-6-12-44(42)45)61(93)69-46(58(90)74-56)14-8-9-19-66;/h3-7,10-13,15-18,31,38-39,46-51,56-57,67,80-82H,8-9,14,19-30,32-37,66H2,1-2H3,(H,68,83)(H,69,93)(H,70,94)(H,71,92)(H,72,91)(H,73,96)(H,74,90)(H,75,95)(H,84,85)(H,86,87)(H,88,89)(H,97,98);/q;+2/p-2/t38-,39-,46+,47-,48+,49-,50+,51+,56+,57+;/m1./s1/i;1+0
  • Key:IJRLLVFQGCCPPI-NVGRTJHCSA-L

ତମ୍ବା (୬୪ ସିୟୁ) ଅକ୍ସୋଡୋଟ୍ରିଓଟାଇଡ (ଇଂରାଜୀ ଭାଷାରେ Copper (64Cu) oxodotreotide), ଡିଟେକ୍ଟନେଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ରେଡିଓଆକ୍ଟିଭ ତ୍ରୁଟି ନିର୍ଣ୍ଣାୟକ ପ୍ରତିନିଧି ଯାହା ନ୍ୟୁରୋଏଣ୍ଡୋକ୍ରାଇନ୍ ଅର୍ବୁଦ (NET) ର ପୋଜିଟ୍ରନ୍ ଏମିସନ୍ ଟୋମୋଗ୍ରାଫିରେ (PET) ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର ପଜିଟିଭ ରୋଗ ଥିବା ବୟସ୍କମାନଙ୍କଠାରେ ବ୍ୟବହୃତ ହୁଏ | [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ଏବଂ ମୁଖ ଲାଲ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ଏକ୍ସପୋଜର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଏହା ସୋମାଟୋଷ୍ଟାଟିନ୍ ଆନାଲଗ ସହିତ ପାରସ୍ପରିକ କ୍ରିୟା ସମ୍ପାଦନ କରିଥାଏ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର, ବିଶେଷକରି ସବ୍ ଟାଇପ୍ ୨ ରିସେପ୍ଟର ସହିତ ବନ୍ଧନ ଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ତମ୍ବା (୬୪କ୍ୟୁ) ଅକ୍ସୋଡୋଟ୍ରଇଓଇଡ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏକ ଭାଏଲ ପାଇଁ ମୂଲ୍ୟ ପ୍ରାୟ ୩୯୦୦ ଡଲାର ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Detectnet- copper cu 64 dotatate injection, solution". DailyMed. 14 September 2020. Archived from the original on 1 November 2022. Retrieved 24 September 2020.
  2. "Detectnet Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 22 May 2022. Retrieved 3 November 2022.