Jump to content

ଡୋନାଲ ବିଷ୍ଟ

ଉଇକିପିଡ଼ିଆ‌ରୁ
ଡୋନାଲ ବିଷ୍ଟ
୨୦୨୩ରେ ଡୋନାଲ ବିଷ୍ଟ
ଜନ୍ମ (1994-08-27) ୨୭ ଅଗଷ୍ଟ ୧୯୯୪ (ବୟସ ୩୦)[]
ଅଲୱର, ରାଜସ୍ଥାନ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୫–ଏବେଯାଏଁ
ପ୍ରସିଦ୍ଧିରୂପ୍ - ମର୍ଦ କା ନୟା ସ୍ୱରୂପ
ବିଗ୍ ବସ୍ ୧୫

ଡୋନାଲ ବିଷ୍ଟ (ଜନ୍ମ: ୨୭ ଅଗଷ୍ଟ ୧୯୯୪) ଜଣେ ବାହରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ଏକ୍ ଦିୱାନା ଥାରେ ଶରଣ୍ୟା ବିଷ୍ଟ ଭୂମିକାରେ, କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ରୂପ୍ - ମର୍ଦ କା ନୟା ସ୍ୱରୂପରେ ଇଶିକା ପଟେଲ ଭୂମିକାରେ ପାଇଁ ଜଣାଶୁଣା । ୨୦୨୧ ମସିହାରେ, ସେ ବିଗ୍ ବସ୍ ୧୫ରେ ଜଣେ ପ୍ରତିଯୋଗୀ ହିସାବରେ ଅଂଶଗ୍ରହଣ କରିଥିଲେ । ୨୦୧୯ ମସିହାରେ, ସେ ଟାଇମ୍ସ ମୋଷ୍ଟ୍ ଡିଜାୟାରେବଲ୍ ଓମେନ୍ ଅନ୍ ଟିଭିରେ ୧୮ତମ ସ୍ଥାନରେ ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୯୯୪ ମସିହାରେ, ସେ ରାଜସ୍ଥାନର ଅଲୱର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜୟସିଂହ ବିଷ୍ଟ ଓ ମାଆଙ୍କ ନାମ ଜସୁମତି ବିଷ୍ଟ । ସେ ଡିଡି ନ୍ୟାସ୍‌ନାଲ୍‌ରେ ଜେଣେ ସମ୍ବାଦ ପରିବେଷଣକାରୀ ଭାବରେ କାମ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସେ ମଲାୟଲମ୍ ଡି କମ୍ପାନୀରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୫ ମସିହାରେ, ଏୟାର୍‌ଲାଇନ୍ ଜରିଆରେ, ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ସେହି ବର୍ଷ, ସେ ଟ୍ୱିଷ୍ଟ୍ ୱାଲା ଲଭ୍‌ରେ, ସେ ଡ. ଶେଲି ଗାଇତୋଣ୍ଡେ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୪ ଚିତ୍ରହାର ଉପସ୍ଥାପିକା []
୨୦୧୫ ଏୟାର୍‌ଲାଇନ୍ସ ସାମ୍ବାଦିକା
ଟ୍ୱିଷ୍ଟ ବାଲା ଲଭ୍ ଡ. ଶେଲି ଗାଇତୋଣ୍ଡେ
୨୦୧୫–୨୦୧୭ କଳସ–ଏକ୍ ବିଶ୍ୱାସ ସାକ୍ଷୀ ଦେଓ ଗରେୱାଲ
୨୦୧୭–୨୦୧୮ ଏକ୍ ଦିୱାନା ଥା ଶରଣ୍ୟା ବିଷ୍ଟ []
୨୦୧୮ ରାଧିକା []
ଲାଲ୍ ଇସ୍କ ରିୟା
୨୦୧୮–୨୦୧୯ ରୂପ୍ - ମର୍ଦ କା ନୟା ସ୍ୱରୂପ ଇଶିକା ପଟେଲ ବଘେଲା []
୨୦୧୯ ଦିଲ୍ ତୋ ହାପି ହୈ ଜି ହାପି ମେହେରା []
୨୦୨୧ ବିଗ୍‌ ବସ୍ ୧୫ ପ୍ରତିଯୋଗୀ [୧୦]

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୨୦ ଟିଆ ଆଣ୍ଡ୍ ରାଜ୍ ଟିଆ ମିନି ସିରିଜ୍, ପ୍ରଯୋଜିକା [୧୧]
ଡୁନ୍ କାଣ୍ଡ୍ ତମନ୍ନା [୧୨]
୨୦୨୧ ଇନ୍ ଦି ମନ୍ଥ୍ ଅଫ୍ ଜୁଲାଇ [୧୩]
ଦି ସୋଚୋ ପ୍ରୋଜେକ୍ଟ ଶାଶା ପିଙ୍କ୍ ମ୍ୟୁଜିକାଲ୍ ସିରିଜ୍ [୧୪]
୨୦୨୨ ତୁ ଜଖମ୍ ହୈ କାବ୍ୟା ଗରେୱାଲ ୨ଟି ସିଜିନ୍ [୧୫]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ମ୍ୟୁଜିକ୍ ଭିଡିଓ କଣ୍ଠଶିଳ୍ପୀ ଆଧାର
୨୦୨୦ ବେପତା ଅଭିଜିତ ଭଗନାନି [୧୬]
ଅଲଗ ମେରା ୟେ ରଙ୍ଗ୍ ହେଁ ଅମୃତା ଫର୍ଣ୍ଣାଡିସ୍ [୧୭]
ତେରି ପତ୍‌ଲି କମର୍ ୟଶ୍ ୱାଦାଲି [୧୮]
ବେଟିୟାଁ ପ୍ରାଇଡ୍ ଅଫ୍ ନେସନ୍ ଶ୍ରେୟା ଘୋଷାଲ, ନୀତି ମୋହନ, ଅମୃତା ଫର୍ଣ୍ଣଡିସ୍, ଶାମଲି ଖୋଲଗାଡ଼େ, ପଲକ ମୁଛଲ [୧୯]
ଫୁକ୍ରାପନ୍ତି ହର୍ମନ ନିଜାମ, ସ୍ୱାତି ଶର୍ମା [୨୦]
୨୦୨୧ କିନ୍ନି ବାରି ରାକେଶ ମୈନି [୨୧]
୨୦୨୨ ନିକାଃ ସାଜା, ନସୀବୋ ଲାଲ୍ [୨୨]
ବଡ଼ି ହି ମୁସ୍କିଲ୍ ସେ କୁନାଲ୍ ଓୟେ [୨୩]
୨୦୨୩ ମନା ଲେୟା କର୍ ରାଘବ ସଚାର [୨୪]
  1. "Donal Bisht celebrates her birthday in Noida". The Times of India. 30 August 2018.
  2. "Meet TV's most desirable actresses of 2019". The Times of India (in ଇଂରାଜୀ). 16 May 2019. Retrieved 13 March 2021.
  3. "Airlines: A real life journalist enters the show". The Times of India. 5 January 2015.
  4. "Harshith Arora and Donal Bisht to feature in Channel V's Twist Wala Love". Telly Chakkar. 6 June 2015.
  5. "Remembering 9 iconic Doordarshan shows as channel celebrates 60th anniversary". Wio News. Retrieved 22 May 2022.
  6. "Ek Deewana Tha's Donal Bisht all set to meet the man of her dreams". The Times of India. Retrieved 23 November 2017.
  7. "Donal Bisht's character in show inspired by Deepika Padokune". The Free Press Journal. 9 April 2018.
  8. "Donal Bisht to play the lead in 'Roop- Mard Ka Naya Swaroop". The Times of India. 3 July 2018.
  9. "Unhappy with her role, Jasmin Bhasin quits Dil Toh Happy Hai Ji, Donal Bisht to replace her". India Today. Archived from the original on 18 June 2019.
  10. "Bigg Boss 15: ex-contestant Donal Bisht emerged as a 'Lone Warrior', here is how". Newsable.Asianetnews. 9 November 2021.
  11. "Donal Bisht turns producer, releases first ever Hindi micro- web series Tia & Raj". Urban Asian. 16 June 2020.
  12. "Donal Bisht Opens Up About Her Web Show In Cold Blood With Iqbal Khan: 'My Character Is That Of A Strong Ambitious Girl'". Spotboye. 23 November 2020.
  13. "EXCLUSIVE: Donal Bisht's supposed debut project, In the Month of July, releases after 7 years". Spotboye. 9 March 2021.
  14. "EXCLUSIVE: Donal Bisht speaks about her character Sasha Pink from The Socho Project and why she took a break from TV". Bollywood Hungama. 24 October 2020.
  15. "Delhi is where my heart is: Shooting in Delhi makes 'Zakhm' more special for Donal Bisht". Ahmedabad Mirror. 19 May 2022.
  16. "Latest Hindi Song 'Bepata' Sung By Abhijit Vaghani starring Donal Bisht". Times Of India. 20 March 2020.
  17. "Singer Amruta Fadnavis's 'Alag Mera Yeh Rang Hain' with Donal Bisht, is a tribute to acid attack survivors". National Herald News. 9 March 2020.
  18. "Krishna Kaul and Donal Bhist's Teri Patli Kamar is a peppy track". Urban Asian. 19 September 2020.
  19. "WATCH: Betiyaan Pride Of Nation, starring many Film and Television actress". Hungama. 26 September 2020.
  20. "Watch Popular Hindi Song Music Video - 'Fukrapanti' Sung By Harmaan Najim and Swati Sharma". Times Of India. 11 January 2021.
  21. "Did you know? Donal Bisht's music video 'Kinni Vaari' with Abhishek Bajaj was shot in one go". Bollywood Hungama. 16 September 2021.
  22. "Donal Bisht collaborates with Bigg Boss 15 co contestant and singer Afsana Khan for new song Nikaah". Pinkvilla. 13 January 2022.[permanent dead link]
  23. "Ashoka Thackur on working with Donal Bisht in upcoming music video 'Badhi Hi Mushkil Se'". Daijiworld. 15 May 2022.
  24. Raghav Sachar & Donal Bisht On Their Latest Song "MANA LEYA KAR" (in ଇଂରାଜୀ), retrieved 2023-02-05

ଆଧାର ଲିଙ୍କ୍

[ସମ୍ପାଦନା]