ଡୁର୍ଭାଲୁମାବ

ଉଇକିପିଡ଼ିଆ‌ରୁ
ଡୁର୍ଭାଲୁମାବ
Antigen-binding fragment of durvalumab (pale green) in complex with PD-L1 (pink). ଛାଞ୍ଚ:PDB.
Monoclonal antibody
TypeWhole antibody
SourceHuman
TargetCD274
Clinical data
Trade namesImfinzi
SynonymsMEDI4736, MEDI-4736
AHFS/Drugs.commonograph
MedlinePlusa617030
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6502H10018N1742O2024S42
Molar mass୧,୪୬,୩୨୨.୩୬ g·mol−1

ଡୁର୍ଭାଲୁମାବ, ଏକ ବେପାର ନାମ ଇମ୍ଫିଞ୍ଜି, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ଏବଂ ଛୋଟ କୋଷ ଫୁସଫୁସ କର୍କଟର (SCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ଉକ୍ତ ରୋଗରେ ପିଡି-ଏଲ୧ (PD-L1) ନାମକ ଏକ ପୁଷ୍ଟିସାର ଉତ୍ପାଦିତ ହୁଏ ।[୪] ପ୍ରତି ଦୁଇ ସପ୍ତାହରେ ଏକ ଶିରାରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଥକାପଣ, ନିମୋନିଆ, କେଶ ଝଡ଼ିବା, ଅଣନିଶ୍ୱାସ, ଅଇ, ଏବଂ ରାସ ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇମ୍ମୁନ-ମାଧ୍ୟମ କ୍ଷତି ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ଡେଥ୍-ଲିଗାଣ୍ଡ୍ 1 (PD-L1) ସ‌ହିତ ସଂଯୁକ୍ତ ହୋଇ ଅବରୋଧ କରେ ।[୪] ଏହାଦ୍ୱାରା କୋଷଗୁଡିକ ଉପରେ ଆକ୍ରମଣ କରିବା ଇମ୍ମ୍ୟୁନ ପ୍ରଣାଳୀ ସକ୍ଷମ ହୁଏ ।[୪]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୁର୍ଭାଲୁମାବ ଅନୁମୋଦିତ ହୋଇଥିଲା ।[୬] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରାର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଥିଲେ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩,୯୦୦ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Durvalumab (Imfinzi) Use During Pregnancy". Drugs.com. 30 August 2019. Archived from the original on 29 August 2021. Retrieved 7 February 2020.
  2. "Imfinzi EPAR". European Medicines Agency (EMA). Archived from the original on 28 August 2021. Retrieved 30 September 2020.
  3. "Imfinzi- durvalumab injection, solution". DailyMed. 5 June 2020. Archived from the original on 28 August 2021. Retrieved 30 September 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Imfinzi". Archived from the original on 28 August 2021. Retrieved 27 December 2021.
  5. ୫.୦ ୫.୧ ୫.୨ "DailyMed - IMFINZI- durvalumab injection, solution". dailymed.nlm.nih.gov. Archived from the original on 28 August 2021. Retrieved 27 December 2021.
  6. "Durvalumab Monograph for Professionals". Drugs.com (in ଇଂରାଜୀ). Archived from the original on 12 December 2021. Retrieved 27 December 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 915. ISBN 978-0857114105.
  8. "Imfinzi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 May 2021. Retrieved 27 December 2021.