ଡୁର୍ଭାଲୁମାବ
Monoclonal antibody | |
---|---|
Type | Whole antibody |
Source | Human |
Target | CD274 |
Clinical data | |
Trade names | Imfinzi |
Synonyms | MEDI4736, MEDI-4736 |
AHFS/Drugs.com | monograph |
MedlinePlus | a617030 |
data |
|
Pregnancy category | |
Routes of administration | Intravenous |
Legal status | |
Legal status | |
Chemical and physical data | |
Formula | C6502H10018N1742O2024S42 |
Molar mass | ୧,୪୬,୩୨୨.୩୬ g·mol−1 |
ଡୁର୍ଭାଲୁମାବ, ଏକ ବେପାର ନାମ ଇମ୍ଫିଞ୍ଜି, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ଏବଂ ଛୋଟ କୋଷ ଫୁସଫୁସ କର୍କଟର (SCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ଉକ୍ତ ରୋଗରେ ପିଡି-ଏଲ୧ (PD-L1) ନାମକ ଏକ ପୁଷ୍ଟିସାର ଉତ୍ପାଦିତ ହୁଏ ।[୪] ପ୍ରତି ଦୁଇ ସପ୍ତାହରେ ଏକ ଶିରାରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଥକାପଣ, ନିମୋନିଆ, କେଶ ଝଡ଼ିବା, ଅଣନିଶ୍ୱାସ, ଅଇ, ଏବଂ ରାସ ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇମ୍ମୁନ-ମାଧ୍ୟମ କ୍ଷତି ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଗ୍ରାମ ହୋଇଥିବା ଡେଥ୍-ଲିଗାଣ୍ଡ୍ 1 (PD-L1) ସହିତ ସଂଯୁକ୍ତ ହୋଇ ଅବରୋଧ କରେ ।[୪] ଏହାଦ୍ୱାରା କୋଷଗୁଡିକ ଉପରେ ଆକ୍ରମଣ କରିବା ଇମ୍ମ୍ୟୁନ ପ୍ରଣାଳୀ ସକ୍ଷମ ହୁଏ ।[୪]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୁର୍ଭାଲୁମାବ ଅନୁମୋଦିତ ହୋଇଥିଲା ।[୬] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରାର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଥିଲେ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩,୯୦୦ ଡଲାର ଅଟେ ।[୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Durvalumab (Imfinzi) Use During Pregnancy". Drugs.com. 30 August 2019. Archived from the original on 29 August 2021. Retrieved 7 February 2020.
- ↑ "Imfinzi EPAR". European Medicines Agency (EMA). Archived from the original on 28 August 2021. Retrieved 30 September 2020.
- ↑ "Imfinzi- durvalumab injection, solution". DailyMed. 5 June 2020. Archived from the original on 28 August 2021. Retrieved 30 September 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Imfinzi". Archived from the original on 28 August 2021. Retrieved 27 December 2021.
- ↑ ୫.୦ ୫.୧ ୫.୨ "DailyMed - IMFINZI- durvalumab injection, solution". dailymed.nlm.nih.gov. Archived from the original on 28 August 2021. Retrieved 27 December 2021.
- ↑ "Durvalumab Monograph for Professionals". Drugs.com (in ଇଂରାଜୀ). Archived from the original on 12 December 2021. Retrieved 27 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 915. ISBN 978-0857114105.
- ↑ "Imfinzi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 May 2021. Retrieved 27 December 2021.