ଡିସିସନ ଟ୍ରି ଲର୍ଣିଂ

ଉଇକିପିଡ଼ିଆ‌ରୁ
(ଡିସିସନ ଟ୍ରିରୁ ଲେଉଟି ଆସିଛି)

ଡିସିସନ ଟ୍ରି ଲର୍ଣିଂ ଏକ ଡିସିସନ ଟ୍ରି ଉପଯୋଗ କରି ଏକ ଦ୍ରବ୍ୟକୁ ଅନୁଧ୍ୟାନ କରି ଏହାର ଲକ୍ଷ୍ୟ ମୂଲ୍ୟ ନିର୍ଦ୍ଧାରଣ କରିଥାଏ । ଏହା ହେଉଛି ଏକ ପ୍ରକାର ପ୍ରେଡିକ୍ଟିଭ ମଡେଲିଂ ଉପାୟ ଯାହା ପରିସଂଖ୍ୟାନ, ଡାଟା ମାଇନିଂ ଏବଂ ମେସିନ ଲର୍ଣିଂରେ ଉପଯୋଗ କରାଯାଇଥାଏ । ଟ୍ରିର ଶେଷ ମୂଲ୍ୟ ଯଦି ଏକ ନିର୍ଦ୍ଧିଷ୍ଟ ପରିମାଣର ଥାଏ ତେବେ ତାହାକୁ କ୍ଲାସିଫିକେସନ ଟ୍ରି କୁହାଯାଏ, ଅନ୍ୟଥା ଯଦି ଶେଷ ମୂଲ୍ୟ ନିରନ୍ତର ଥାଏ ତେବେ ଏହାକୁ ରିଗ୍ରେସନ୍ ଟ୍ରି କୁହାଯାଇଥାଏ ।[୧]

ଏହା ହେଉଛି ଏକ ନିର୍ଣ୍ଣୟ ନେବା ପ୍ରଣାଳୀ ଯାହାକି ଏକ ଗଛର ଆକୃତି ଭଳି ନିଜର ଆଲଗୋରିଦମକୁ ଦର୍ଶାଇଥାଏ । ସାଧାରଣ ଏକ ଫ୍ଲୋ ଚାର୍ଟ ପରି ଏହାକୁ କଳନା କରାଯାଇପାରେ । ଯନ୍ତ୍ରକୁ ନିର୍ଣ୍ଣୟ ନେବାରେ ଯେବେ ଅସୁବିଧା ହୁଏ, ଏହା ସାହାର୍ଯ୍ୟରେ ସୁବିଧା ହୋଇପାରିଥାଏ ।

ଏହି ପ୍ରକାର ଆଲଗୋରିଦମ ମେସିନ ଲର୍ଣିଂର ଉଭୟ କ୍ଲାସିଫିକେସନ୍ ଏବଂ ରିଗ୍ରେସନ୍ ସମସ୍ୟାବେଳେ ବ୍ୟବହାର ହୋଇପାରେ । ଏହି ପ୍ରକ୍ରିୟା ମେସିନ ଲର୍ଣିଂରେ ବହୁଳ ଭାବରେ ଉପଯୋଗ କରାଯାଇଥାଏ ।

ବାହାର ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ
ନଲେଜ ରିଜନିଂ
ପ୍ଲାନିଂ
ମେସିନ ଲର୍ଣିଂ
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ
କମ୍ପ୍ୟୁଟର ଭିଜନ
ରୋବୋଟିକ୍ସ
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ
ପଦ୍ଧତିଗୁଡିକ
ସିମ୍ବଲିକ
ଡିପ ଲର୍ଣିଂ
ବାୟେସିଆନ ନେଟୱର୍କ
ଏଭୋଲ୍ଯୁସନାରୀ ଆଲଗୋରିଦମ
ଫିଲୋସଫି
ଏଥିକ୍ସ
ବଞ୍ଚିରହିବାର ଆଶଙ୍କା
ଟ୍ଯୁରିଙ୍ଗ ପରୀକ୍ଷା
ଚୀନ ଘର
ବନ୍ଧୁତ୍ବପୂର୍ଣ ଏଆଇ
ଇତିହାସ
ଘଟଣାବଳୀ
ପ୍ରଗତି
ଏଆଇ ଶୀତ
ପ୍ରଯୁକ୍ତି ବିଦ୍ୟା
ପ୍ରୟୋଗ
ପ୍ରକଳ୍ପ
ପ୍ରୋଗ୍ରାମିଂ ଭାଷା
ଗ୍ଲୋସରି
ଗ୍ଲୋସରି
  1. https://machinelearningmastery.com/classification-and-regression-trees-for-machine-learning/