ଡିଫାଇବ୍ରୋଟାଇଡ
Clinical data | |
---|---|
Trade names | Defitelio |
Synonyms | Defibrotide sodium |
AHFS/Drugs.com | monograph |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | 58 - 70% by mouth (i.v. and i.m. = 100%) |
Elimination half-life | < 2 hours[୫] |
(verify) |
ଡିଫାଇବ୍ରୋଟାଇଡ, ଡିଫିଟେଲିଓରେ ଏହାର ବିକ୍ରୟ ନାମ, ହେଉଛି, ଏକ ଔଷଧ ଯାହା ଅସ୍ଥି ମଜ୍ଜା ପ୍ରତିରୋପଣ ପରବର୍ତ୍ତୀ ଯକୃତର ଭେନୋ-ଅକ୍ଲୁସିଭ ରୋଗର (veno-occlusive disease) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୬] ଏହାର ବ୍ୟବହାରକୁ ସମର୍ଥନ କରିବାକୁ ଉଚ୍ଚ ମାନର ପ୍ରମାଣ ଅଭାବ ଅଛି ।[୬]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଅଇ, ଏବଂ ରକ୍ତସ୍ରାବ ହୋଇପାରେ ।[୩] [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୫] ରକ୍ତ ଜମାଟରୋଧୀ ଔଷଧ ପାଉଥିବା ଲୋକଙ୍କ ଉପରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ | [୫] ଏହା ଓଲିଗୋନ୍ୟୁକ୍ଲିଓଟାଇଡମାନଙ୍କର ଏକ ମିଶ୍ରଣ ଏବଂ ଏଣ୍ଡୋଥେଲିଆଲ୍ ଜୀବକୋଷ ସକ୍ରିୟତା ହ୍ରାସ କରି କିଛି ଅଂଶରେ କାମ କରେ ବୋଲି ବିଶ୍ୱାସ କରାଯାଏ ।[୪]
୨୦୧୩ ମସିହାରେ ୟୁରୋପରେ, ୨୦୨୬ରେ ଆମେରିକାରେ ଏବଂ ୨୦୨୦ରେ ଅଷ୍ଟ୍ରେଲିଆରେ ଡାକ୍ତରୀ ବ୍ୟବହାର ପାଇଁ ଡିଫାଇବ୍ରୋଟାଇଡ ଅନୁମୋଦିତ ହୋଇଥିଲା ।[୩] [୬] [୧] ଯୁକ୍ତରାଷ୍ଟ୍ରରେ ଏହାର ୨୦୦ ମିଗ୍ରା ବିଶିଷ୍ଟ ୨୫ ମାତ୍ରାର ମୂଲ୍ୟ ପ୍ରାୟ ୧୦,୦୦୦ ଡଲାର ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Defitelio Australian Prescription Medicine Decision Summary". Therapeutic Goods Administration (TGA). 31 July 2020. Archived from the original on 13 August 2020. Retrieved 16 August 2020.
- ↑ "Defibrotide (Defitelio) Use During Pregnancy". Drugs.com. 6 July 2020. Archived from the original on 26 November 2020. Retrieved 16 August 2020.
- ↑ ୩.୦ ୩.୧ ୩.୨ "Defitelio EPAR". European Medicines Agency (EMA). Archived from the original on 28 October 2020. Retrieved 16 August 2020.
- ↑ ୪.୦ ୪.୧ "Defitelio 80 mg/mL concentrate for solution for infusion - Summary of Product Characteristics". UK Electronic Medicines Compendium. 26 May 2016. Archived from the original on 31 March 2018. Retrieved 20 July 2017.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Defitelio- defibrotide sodium injection, solution". DailyMed. 30 March 2016. Archived from the original on 29 October 2020. Retrieved 16 August 2020.
- ↑ ୬.୦ ୬.୧ ୬.୨ ୬.୩ "Defibrotide Monograph for Professionals". Drugs.com (in ଇଂରାଜୀ). Archived from the original on 21 December 2021. Retrieved 22 December 2021.
- ↑ "Defitelio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 22 December 2021.