ଡିପିରିଡାମୋଲ

ଉଇକିପିଡ଼ିଆ‌ରୁ
ଡିପିରିଡାମୋଲ
Clinical data
Trade namesPersantine, others
AHFS/Drugs.commonograph
MedlinePlusa682830
Pregnancy
category
  • B
Routes of
administration
By mouth, IV
Legal status
Legal status
Pharmacokinetic data
Bioavailability37–66%[୨]
Protein binding~99%
MetabolismLiver (glucuronidation)[୧]
Elimination half-lifeα phase: 40 min,
β phase: 10 hours
ExcretionBiliary (95%), urine (negligible)
Identifiers
  • 2,2',2'',2'''-(4,8-di(piperidin-1-yl)pyrimido[5,4-d]pyrimidine-2,6-diyl)bis(azanetriyl)tetraethanol
ECHA InfoCard100.000.340 Edit this at Wikidata
Chemical and physical data
FormulaC24H40N8O4
Molar mass୫୦୪.୬୪ g·mol−1
3D model (JSmol)
  • OCCN(CCO)C(N=C1N2CCCCC2)=NC3=C1N=C(N(CCO)CCO)N=C3N4CCCCC4
  • InChI=1S/C24H40N8O4/c33-15-11-31(12-16-34)23-26-20-19(21(27-23)29-7-3-1-4-8-29)25-24(32(13-17-35)14-18-36)28-22(20)30-9-5-2-6-10-30/h33-36H,1-18H2 checkY
  • Key:IZEKFCXSFNUWAM-UHFFFAOYSA-N checkY
  (verify)

ଡିପିରିଡାମୋଲ, ବେପାର ନାମ ପର୍ସାଣ୍ଟାଇନ, ହେଉଛି ଏକ ଔଷଧ ଯାହା ରକ୍ତ ଜମାଟ ନ ବାନ୍ଧିବା ପାଇଁ ତଥା ଥାଲିୟମ୍ ମାୟୋକାର୍ଡିଆଲ ପରଫ୍ୟୁଜନ ଇମେଜିଙ୍ଗର ଏକ ଅଂଶ ଭାବରେ ବ୍ୟବହୃତ ହୁଏ ।[୩] ରକ୍ତ ଜମାଟ ନ ବାନ୍ଧିବା ପାଇଁ ଏହା ଆସ୍ପିରିନ କିମ୍ବା ୱାର୍ଫାରିନ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୪] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୩]

ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଫ୍ଲଶ୍, ଛାତି ଯନ୍ତ୍ରଣା, ପାକଅନ୍ତନଳୀରେ ଯନ୍ତ୍ରଣା, ଅଇ, ତରଳ ଝାଡ଼ା, ରାସ, ଗଲୁ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆନାଫାଇଲକ୍‌ସିସ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ସହିତ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ, ଏପରି ବ୍ୟବହାରକୁ ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୫] ଏହା ରକ୍ତନଳୀକୁ ବିସ୍ତାର କରେ ଓ ପ୍ଲାଟେଲେଟ ଜମାଟ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୪]

୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିପିରିଡାମୋଲକୁ ଅନୁମୋଦନ କରାଯାଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୩ ପାଉଣ୍ଡ ଥିଲା।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୮ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. "Aggrenox (aspirin/extended-release dipyridamole) Capsules. Full Prescribing Information" (PDF). Boehringer Ingelheim Pharmaceuticals, Inc. Archived (PDF) from the original on 29 September 2016. Retrieved 1 December 2016.
  2. Nielsen-Kudsk, F; Pedersen, AK (May 1979). "Pharmacokinetics of Dipyridamole". Acta Pharmacologica et Toxicologica. 44 (5): 391–9. doi:10.1111/j.1600-0773.1979.tb02350.x. PMID 474151.
  3. ୩.୦ ୩.୧ ୩.୨ ୩.୩ "Dipyridamole Monograph for Professionals". Drugs.com (in ଇଂରାଜୀ). Archived from the original on 12 May 2021. Retrieved 26 December 2021.
  4. ୪.୦ ୪.୧ ୪.୨ ୪.୩ "Dipyridamole". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 16 May 2021. Retrieved 26 December 2021.
  5. "Dipyridamole Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 26 December 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 135. ISBN 978-0857114105.
  7. "Dipyridamole Prices, Coupons & Savings Tips - GoodRx". GoodRx. Retrieved 26 December 2021.