Jump to content

ଡିଡାନୋସିନ

ଉଇକିପିଡ଼ିଆ‌ରୁ
ଡିଡାନୋସିନ
Clinical data
Pronunciationdye dan' oh seen[]
Trade namesVidex
Synonyms2′,3′-dideoxyinosine
AHFS/Drugs.commonograph
MedlinePlusa691006
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability30 to 54%
    Protein bindingLess than 5%
    Elimination half-life1.5 hours
    ExcretionKidney
    Identifiers
    • 9-((2R,5S)-5-(hydroxymethyl)tetrahydrofuran-2-yl)-3H-purin-6(9H)-one
    ECHA InfoCard100.129.182 Edit this at Wikidata
    Chemical and physical data
    FormulaC10H12N4O3
    Molar mass୨୩୬.୨୩ g·mol−1
    3D model (JSmol)
    • O=C3/N=C\Nc1c3ncn1[C@@H]2O[C@@H](CC2)CO
    • InChI=1S/C10H12N4O3/c15-3-6-1-2-7(17-6)14-5-13-8-9(14)11-4-12-10(8)16/h4-7,15H,1-3H2,(H,11,12,16)/t6-,7+/m0/s1 checkY
    • Key:BXZVVICBKDXVGW-NKWVEPMBSA-N checkY
      (verify)

    ଡିଡାନୋସିନ (ଇଂରାଜୀ ଭାଷାରେ Didanosine/ ddI ), ଭିଡେକ୍ସ ଏକ ବିକ୍ରୟ ନାମ, ହେଉଛି ଏଚ୍.ଆଇ.ଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହାକୁ ଅନ୍ୟ ଏଚ.ଆଇ.ଭି ଔଷଧ ସହିତ ଦିଆଯାଏ। ।[] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେରିଫେରାଲ୍ ନ୍ୟୁରୋପାଥି, ଅଇ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା, ଲାକ୍ଟିକ୍ ଏସିଡୋସିସ୍ ଏବଂ ଅପ୍ଟିକ୍ ନ୍ୟୁରାଇଟିସ୍ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସାଧାରଣତଃ ଏହା ଅପେକ୍ଷା ଅନ୍ୟ ଔଷଧକୁ ଅଧିକ ପସନ୍ଦ କରାଯାଏ ।[] ଏହା ଏକ ନ୍ୟୁକ୍ଲିଓସାଇଡ ରିଭର୍ସ-ଟ୍ରାନ୍ସକ୍ରିପଟେଜ ଇନହିବିଟର (NRTI) ।[]

    ଡିଡାନୋସିନ ପ୍ରଥମେ ୧୯୭୫ ମସିହାରେ ବର୍ଣ୍ଣନା କରାଯାଇଥିଲା ଏବଂ ୧୯୯୧ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ପ୍ରାୟ ୨୭୦ ଡଲାର୍ ଥିଲା ।[] ପୂର୍ବରୁ ସାଧାରଣ ଭାବରେ ବ୍ୟବହୃତ ହେଉଥିବାବେଳେ, ଏହା ଅପେକ୍ଷା ଭଲ ସହନଶୀଳ ଔଷଧ ମିଳିବା ହେତୁ ଏହା କ୍ୱଚିତ୍ ବ୍ୟବହୃତ ହେଉଛି ।[]

    1. 1 2 3 "DailyMed - DIDANOSINE capsule, delayed release pellets". dailymed.nlm.nih.gov. Archived from the original on 11 January 2022. Retrieved 24 December 2021.
    2. 1 2 3 4 "Didanosine Monograph for Professionals". Drugs.com (in ଇଂରାଜୀ). Archived from the original on 20 November 2021. Retrieved 24 December 2021.
    3. 1 2 "Didanosine Use During Pregnancy". Drugs.com (in ଇଂରାଜୀ). Archived from the original on 20 November 2021. Retrieved 24 December 2021.
    4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495. Archived from the original on 2021-02-07. Retrieved 2021-04-27.
    5. "Didanosine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 January 2021. Retrieved 24 December 2021.
    6. "Didanosine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 January 2022. Retrieved 24 December 2021.