Jump to content

ଡାଇଲୋକ୍ସାନାଇଡ

ଉଇକିପିଡ଼ିଆ‌ରୁ
Diloxanide furoate
Clinical data
Trade namesFuramide
AHFS/Drugs.comMicromedex Detailed Consumer Information
Pregnancy
category
  • No data
Routes of
administration
by mouth
Legal status
Legal status
  • CA: Not approved
  • US: Not approved
Pharmacokinetic data
Bioavailability90% (diloxanide)
MetabolismHydrolyzed to furoic acid and diloxanide, which undergoes extensive glucuronidation
Elimination half-life3 hours
ExcretionKidney (90%), fecal (10%)
Identifiers
  • 4-[(Dichloroacetyl)(methyl)amino]phenyl furan-2-carboxylate
ECHA InfoCard100.008.583 Edit this at Wikidata
Chemical and physical data
FormulaC14H11Cl2NO4
Molar mass୩୨୮.୧୫ g·mol−1
3D model (JSmol)
Melting point112.5 to 114 °C (234.5 to 237.2 °F)
  • O=C(Oc1ccc(N(C(=O)C(Cl)Cl)C)cc1)c2occc2
  • InChI=1S/C14H11Cl2NO4/c1-17(13(18)12(15)16)9-4-6-10(7-5-9)21-14(19)11-3-2-8-20-11/h2-8,12H,1H3 checkY
  • Key:BDYYDXJSHYEDGB-UHFFFAOYSA-N checkY
 ☒NcheckY (what is this?)  (verify)

ଡାଇଲୋକ୍ସାନାଇଡ, (ଇଂରାଜୀ ଭାଷାରେ Diloxanide), ହେଉଚି ଆମିବାୟାସିସ ସଂକ୍ରମଣର ଚିକିତ୍ସା ପାଇଁ ଏକ ଔଷଧ ।[] ଯେଉଁ ସ୍ଥାନରେ ସାଧାରଣତଃ ସଂକ୍ରମଣ ହୁଏନି ଓ ଯେତେବେଳେ ଜଣେ ବ୍ୟକ୍ତିଙ୍କର କୌଣସି ଲକ୍ଷଣ ନଥାଏ, ସେତେବେଳେ ପ୍ୟାରୋମୋମାଇସିନ ଔଷଧ ପରେ ଏହା ଦ୍ୱିତୀୟ ଧାଡି ଚିକିତ୍ସା ଭାବରେ ବ୍ୟବ‌ହୃତ ହୁଏ ।[] ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଏହା ମେଟ୍ରୋନିଡାଜୋଲ କିମ୍ବା ଟିନିଡାଜୋଲ ଦେବା ପରେ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ଡିଲୋକ୍ସାନାଇଡ ଚିକିତ୍ସାରେ ସାଧାରଣତଃ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ ।[] ପାର୍ଶ୍ୱ ପ୍ରତିକ୍ରିୟାରେ ପେଟଫମ୍ପା, ବାନ୍ତି, ଏବଂ ଗଲୁ ହୋଇପାରେ ।[] ଗର୍ଭାବସ୍ଥାରେ ଏହାକୁ ପ୍ରଥମ ତ୍ରୈମାସିକ ପରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।[] ଏହା ଏକ ଲୁମିନାଲ ଆମେବିସାଇଡ ଅର୍ଥାତ୍ ଏହା କେବଳ ଅନ୍ତନଳୀରେ ହେଉଥିବା ସଂକ୍ରମଣ ପାଇଁ କାମ କରେ ।[]

୧୯୫୬ ମସିହାରେ ଡାଇଲୋକ୍ସାନାଇଡ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଆରମ୍ଭ ହୋଇଥିଲା ।[] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[] ୨୦୧୨ ସୁଦ୍ଧା ବିକଶିତ ଦେଶମାନଙ୍କରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନଥିଲା ।[]

  1. ୧.୦ ୧.୧ ୧.୨ ୧.୩ World Health Organization (2009). Stuart MC, Kouimtzi M, Hill SR (eds.). WHO Model Formulary 2008. World Health Organization. pp. 179, 587. hdl:10665/44053. ISBN 9789241547659.
  2. ୨.୦ ୨.୧ ୨.୨ Farthing, Michael JG (August 2006). "Treatment options for the eradication of intestinal protozoa". Nature Clinical Practice Gastroenterology & Hepatology. 3 (8): 436–445. doi:10.1038/ncpgasthep0557. PMID 16883348.
  3. ୩.୦ ୩.୧ Hellgren, Urban; Ericsson, Orjan; AdenAbdi, Yakoub; Gustafsson, Lars L. (2003). Handbook of Drugs for Tropical Parasitic Infections (in ଇଂରାଜୀ). CRC Press. p. 57. ISBN 9780203211519. Archived from the original on 2016-12-20.
  4. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  5. Griffin, Paul M (2012). "Chapter 181: Diloxanide furoate". In Grayson, M. Lindsay (ed.). Kucers' the use of antibiotics a clinical review of antibacterial, antifungal, antiparasitic and antiviral drugs (6th ed.). Boca Raton, Florida: CRC Press. p. 2121. ISBN 9781444147520. Archived from the original on 2017-09-10.