ଟ୍ରେପ୍ରୋଷ୍ଟିନିଲ

ଉଇକିପିଡ଼ିଆ‌ରୁ
ଟ୍ରେପ୍ରୋଷ୍ଟିନିଲ
Clinical data
Trade namesRemodulin, Orenitram, Tyvaso, Trepulmix, others
AHFS/Drugs.commonograph
data
Pregnancy
category
  • AU: B3
  • US: C (tablets); B (inhalation); N (parenteral)
Routes of
administration
Subcutaneous, intravenous, inhalation, by mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability~100%
MetabolismSubstantially metabolized by the liver
Elimination half-life4 hours
ExcretionUrine (79% of administered dose is excreted as 4% unchanged drug and 64% as identified metabolites); feces (13%)
Identifiers
  • (1R,2R,3aS,9aS)-[[2,3,3a,4,9,9a-Hexahydro-2-hydroxy-1-[(3S)-3-hydroxyoctyl]-1H-benz[f]inden-5-yl]oxy]acetic acid
ECHA InfoCard100.236.149 Edit this at Wikidata
Chemical and physical data
FormulaC23H34O5
Molar mass୩୯୦.୫୨ g·mol−1
  • InChI=1S/C23H34O5/c1-2-3-4-7-17(24)9-10-18-19-11-15-6-5-8-22(28-14-23(26)27)20(15)12-16(19)13-21(18)25/h5-6,8,16-19,21,24-25H,2-4,7,9-14H2,1H3,(H,26,27)/t16-,17-,18+,19-,21+/m0/s1 checkY
  • Key:PAJMKGZZBBTTOY-ZFORQUDYSA-N checkY
  (verify)

ଟ୍ରେପ୍ରୋଷ୍ଟିନିଲ, ଏକ ବେପାର ନାମ ରେମୋଡୁଲିନ, ହେଉଛି ଏକ ଔଷଧ ଯାହା ଫୁସଫୁସ ସମ୍ପର୍କୀୟ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ପାଟିରେ ଦିଆଯାଇପାରେ, ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ପ୍ରଶ୍ୱାସରେ ନିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି, ଚର୍ମ ଲାଲ ଦେଖାଯିବା ଏବଂ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ରକ୍ତସ୍ରାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ପ୍ରୋଷ୍ଟାସାଇକ୍ଲିନର ସିନ୍ଥେଟିକ୍ ଆନାଲଗ ଓ ଭାସୋଡାଇଲେଟର ।[୧]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରେପ୍ରୋଷ୍ଟିନିଲ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହା କେବଳ ଏକ ସ୍ୱତନ୍ତ୍ର ଫାର୍ମାସି ମାଧ୍ୟମରେ ହାସଲ କରାଯାଇପାରିବ ।[୧] ୟୁରୋପରେ ଏହାକୁ ୨୦୦୪ରେ ଅନାଥ ନାମ (orphan designation) ଦିଆଯାଇଥିଲା ।[୩] ୨୦୧୫ ସୁଦ୍ଧା କାନାଡ଼ାରେ ଦିଆଯାଉଥିବା ଏହି ଇଞ୍ଜେକସନର ମୂଲ୍ୟ ବର୍ଷକୁ ପ୍ରାୟ ୫୨୦୦୦ରୁ ୧୭୩୦୦୦ ସିଏଡି ଡଲାର ।[୪] ୨୦୧୭ରେ ଏକ ଶ୍ରେଣୀଗତ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Treprostinil Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 8 October 2021.
  2. "Treprostinil Use During Pregnancy". Drugs.com (in ଇଂରାଜୀ). Archived from the original on 21 October 2020. Retrieved 8 October 2021.
  3. "EU/3/04/197: Orphan designation for the treatment of pulmonary arterial hypertension and chronic thromboembolic pulmonary hypertension". Archived from the original on 9 August 2021. Retrieved 8 October 2021.
  4. Information, National Center for Biotechnology; Pike, U. S. National Library of Medicine 8600 Rockville; MD, Bethesda (July 2015). "Table 1, Cost Comparison Table for Drugs Used for the Treatment of Pulmonary Arterial Hypertension". www.ncbi.nlm.nih.gov (in ଇଂରାଜୀ). Archived from the original on 9 October 2021. Retrieved 8 October 2021.{{cite web}}: CS1 maint: numeric names: authors list (link)
  5. "Generic Remodulin Availability". Drugs.com (in ଇଂରାଜୀ). Archived from the original on 25 September 2020. Retrieved 8 October 2021.