ଟ୍ରିପଟୋରେଲିନ
| Clinical data | |
|---|---|
| Trade names | Decapeptyl, Gonapeptyl, Triptodur, others |
| AHFS/Drugs.com | monograph |
| Pregnancy category |
|
| Routes of administration | IM |
| Legal status | |
| Legal status |
|
| Pharmacokinetic data | |
| Excretion | Kidney |
| Identifiers | |
| |
| ECHA InfoCard | 100.165.044 |
| Chemical and physical data | |
| Formula | C64H82N18O13 |
| Molar mass | ୧,୩୧୧.୪୭ g·mol−1 |
| 3D model (JSmol) | |
| |
| |
| (verify) | |
ଟ୍ରିପଟୋରେଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିସପେପ୍ଟାଇଲ, ହେଉଛି ଏକ ଔଷଧ ଯାହା ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ପ୍ରୋସ୍ଟେଟ କର୍କଟ, ଅବଧି ପୂର୍ବ ଯୌବନାବସ୍ଥା ଏବଂ ଗୁରୁତର ଯୌନ ବିଘ୍ନ ସହିତ ପୁରୁଷ ଅତ୍ୟଧିକ ଯୌନ ଆକାଂଖ୍ୟା ପାଇଁ ବ୍ୟବହୃତ ହୁଏ ।[୧] [୨] ଲିଙ୍ଗ ଡିସଫୋରିଆ ରୋଗୀଙ୍କ କ୍ଷେତ୍ରରେ ଏହା ଯୌବନାବସ୍ଥାକୁ ବିଳମ୍ବ କରିବାରେ ବ୍ୟବହୃତ ହୋଇଛି ।[୩] ଏହା ମାଂସପେଶୀରେ ଇଞ୍ଜେକ୍ସନ ଅକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲସ, ଯୌନ ଅସୁବିଧା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋଲେକ୍ସି, ବିରକ୍ତିକରତା, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଗୋନାଡୋଟ୍ରୋପିନ୍-ରିଲିଜିଙ୍ଗ ହରମୋନ ଯାହା ଆଣ୍ଡ୍ରୋଜେନ୍ ଏବଂ ଇଷ୍ଟ୍ରୋଜେନ୍ ଉତ୍ପାଦନକୁ ହ୍ରାସ କରିଥାଏ ।[୨]
୧୯୭୫ ମସିହାରେ ଟ୍ରିପଟୋରେଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ୩.୭୫ ମିଗ୍ରା ଔଷଧର ମୂଲ୍ୟ ୮୨ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୬୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Triptorelin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 20 September 2021.
- ↑ ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 781. ISBN 978-0-85711-369-6.
{{cite book}}: CS1 maint: date format (link) - ↑ Barnes, Hannah; Cohen, Deborah (2019-09-20). "Gender dysphoria in children: puberty blockers study draws further criticism". BMJ (in ଇଂରାଜୀ). 366: l5647. doi:10.1136/bmj.l5647. ISSN 0959-8138. PMID 31540909. Archived from the original on 2021-06-16. Retrieved 2021-07-14.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 514. ISBN 9783527607495. Archived from the original on 2021-06-20. Retrieved 2021-07-14.
- ↑ "Trelstar Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 20 September 2021.