Jump to content

ଟ୍ରାନାଇଲସାଇପ୍ରୋମାଇନ

ଉଇକିପିଡ଼ିଆ‌ରୁ
ଟ୍ରାନାଇଲସାଇପ୍ରୋମାଇନ
(1S,2R)-(−)-tranylcypromine (top),
(1R,2S)-(+)-tranylcypromine (bottom)
Clinical data
Trade namesParnate, others[]
Synonymstrans-2-phenylcyclopropylamine
AHFS/Drugs.commonograph
MedlinePlusa682088
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability50%[]
    MetabolismLiver[][]
    Onset of actionUp to 3 weeks[]
    Elimination half-life2.5 hours[]
    ExcretionUrine, feces[]
    Identifiers
    • (±)-trans-2-phenylcyclopropan-1-amine
      or
      rel-(1R,2S)-2-phenylcyclopropan-1-amine
    ECHA InfoCard100.005.312 Edit this at Wikidata
    Chemical and physical data
    FormulaC9H11N
    Molar mass୧୩୩.୧୯ g·mol−1
    3D model (JSmol)
    • c1cccc(c1)[C@@H]2C[C@H]2N
    • InChI=1S/C9H11N/c10-9-6-8(9)7-4-2-1-3-5-7/h1-5,8-9H,6,10H2/t8-,9+/m0/s1 checkY
    • Key:AELCINSCMGFISI-DTWKUNHWSA-N checkY
      (verify)

    ଟ୍ରାନାଇଲସାଇପ୍ରୋମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପାର୍ନେଟ, ହେଉଛି ପ୍ରମୁଖ ଅବସାଦ ବେମାରୀ ପାଇଁ ବ୍ୟବହୃତ ଏକ ଔଷଧ।[] କିନ୍ତୁ ଏହା ପ୍ରଥମ ଧାଡିର ଚିକିତ୍ସା ଭାବରେ ବ୍ୟବହୃତ ହୁଏ ନାହିଁ ।[] ଏହା ପାଟିରେ ଦିଆଯାଏ । [] ଔଷଧର ପ୍ରଭାବ ଆରମ୍ଭ ହେବା ନିମନ୍ତେ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା ସମସ୍ୟା, ଅଇ, ଶୁଖିଲା ପାଟି, ଦୃତ ହୃତ୍‌ସ୍ପନ୍ଦନ ଏବଂ ଯୌନ ଅସୁବିଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମାନିଆ, ସେରୋଟୋନିନ୍ ସିଣ୍ଡ୍ରୋମ ଏବଂ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ହେବାର ଆଶଙ୍କା ରହିପାରେ।[] ଏହା ଏକ ମୋନୋଆମିନ ଅକ୍ସିଡେଜ ଇନହିବିଟର ଯାହା ସେରୋଟୋନିନ ଏବଂ ନରେପିନେଫ୍ରିନ ସ୍ତର ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[]

    ୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାନାଇଲସାଇପ୍ରୋମାଇନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବିଶିଷ୍ଟ ଏକ ମାସ ପାଇଁ ଔଷଧ ମୂଲ୍ୟ ୩୭୦ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨ ଡଲାର ଅଟେ । []

    1. "Tranylcypromine Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 29 August 2017. Retrieved 16 September 2021.
    2. 1 2 3 Williams DA (2007). "Antidepressants". In Foye, William O., Lemke, Thomas L., Williams, David A. (eds.). Foye's Principles of Medicinal Chemistry. Hagerstwon, USA: Lippincott Williams & Wilkins. pp. 590–1. ISBN 978-0-7817-6879-5. Archived from the original on 2021-08-29. Retrieved 2021-05-30.
    3. "Tranylcypromine". www.drugbank.ca. Archived from the original on 2019-10-23. Retrieved 2019-12-06.
    4. Baker GB, Urichuk LJ, McKenna KF, Kennedy SH (June 1999). "Metabolism of monoamine oxidase inhibitors". Cellular and Molecular Neurobiology. 19 (3): 411–26. doi:10.1023/a:1006901900106. PMID 10319194. S2CID 21380176.
    5. 1 2 3 4 5 6 7 8 9 "Tranylcypromine Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 16 September 2021.
    6. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 380. ISBN 978-0-85711-369-6.{{cite book}}: CS1 maint: date format (link)
    7. "Tranylcypromine Prices, Coupons & Savings Tips - GoodRx". GoodRx. Retrieved 17 September 2021.