Jump to content

ଟୋଲବୁଟାମାଇଡ

ଉଇକିପିଡ଼ିଆ‌ରୁ
ଟୋଲବୁଟାମାଇଡ
Clinical data
Trade namesOrinase
AHFS/Drugs.commonograph
MedlinePlusa682481
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral (tablet)
    ATC code
    Legal status
    Legal status
    Pharmacokinetic data
    Protein binding96%
    MetabolismHepatic (CYP2C19-mediated)
    Elimination half-life4.5 to 6.5 hours
    ExcretionRenal
    Identifiers
    • N-[(Butylamino)carbonyl]-4-methylbenzenesulfonamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.541 Edit this at Wikidata
    Chemical and physical data
    FormulaC12H18N2O3S
    Molar mass୨୭୦.୩୫ g·mol−1
    3D model (JSmol)
    Melting point128.5 to 129.5 °C (263.3 to 265.1 °F)
    • O=S(=O)(c1ccc(cc1)C)NC(=O)NCCCC
    • InChI=1S/C12H18N2O3S/c1-3-4-9-13-12(15)14-18(16,17)11-7-5-10(2)6-8-11/h5-8H,3-4,9H2,1-2H3,(H2,13,14,15) checkY
    • Key:JLRGJRBPOGGCBT-UHFFFAOYSA-N checkY
      (verify)

    ଟୋଲବୁଟାମାଇଡ ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ମେଟ୍‌ଫର୍ମିନ ପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା । [] ଏହା ପାଟିରେ ଦିଆଯାଏ ।[] ଏହାର ପ୍ରଭାବ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[]ହୁଏ

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଗଲୁ ଏବଂ ରାସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ହୋଇପାରେ ।[] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିବା ଲୋକମାନଙ୍କର ବାରମ୍ବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ସଲଫୋନିଲୁରିଆ ଔଷଧ ।[] ଅଗ୍ନାଶୟରୁ ଇନସୁଲିନ୍ ମୋଚନକୁ ଉତ୍ସାହିତ କରି ଏହା କାର୍ଯ୍ୟକ୍ଷମ ହୁଏ ।[]

    ୧୯୫୬ ମସିହାରେ ଟୋଲବୁଟାମାଇଡ ଆବିଷ୍କୃତ ହୋଇଥିଲା ଏବଂ ୧୯୫୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକା ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୨ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୩ ପାଉଣ୍ଡ ।[]

    1. 1 2 3 4 5 6 7 8 9 10 "Tolbutamide Monograph for Professionals". Drugs.com. Archived from the original on 17 August 2019. Retrieved 5 October 2021.
    2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 749. ISBN 978-0-85711-369-6.{{cite book}}: CS1 maint: date format (link)
    3. Walker SR (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592. Archived from the original on 2017-09-10. Retrieved 2020-11-29.
    4. "Tolbutamide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 5 October 2021.