Jump to content

ଟୋଲକାପୋନ

ଉଇକିପିଡ଼ିଆ‌ରୁ
ଟୋଲକାପୋନ
Clinical data
Trade namesTasmar
AHFS/Drugs.commonograph
MedlinePlusa698036
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability65%
    Protein binding>99.9%
    MetabolismLiver (mainly glucuronidation)
    Elimination half-life2–3 hours
    ExcretionUrine (60%), feces (40%);
    only 0.5% in unmetabolized form
    Identifiers
    • (3,4-Dihydroxy-5-nitrophenyl)(4-methylphenyl)methanone
    ECHA InfoCard100.222.604 Edit this at Wikidata
    Chemical and physical data
    FormulaC14H11NO5
    Molar mass୨୭୩.୨୪ g·mol−1
    3D model (JSmol)
    Melting point143 to 146 °C (289 to 295 °F)
    Solubility in waternot soluble mg/mL (20 °C)
    • [O-][N+](=O)c2cc(C(=O)c1ccc(cc1)C)cc(O)c2O
    • InChI=1S/C14H11NO5/c1-8-2-4-9(5-3-8)13(17)10-6-11(15(19)20)14(18)12(16)7-10/h2-7,16,18H,1H3 checkY
    • Key:MIQPIUSUKVNLNT-UHFFFAOYSA-N checkY
      (verify)

    ଟୋଲକାପୋନ (ଇଂରାଜୀ ଭାଷାରେ Tolcapone), ଟାସମାର ଏହାର ଏକ ବେପାର ନାମ, ହେଉଛି ପାର୍କିନ୍‌ସନ୍ ରୋଗର (PD) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଲେଭୋଡୋପା/କାର୍ବିଡୋପା ସହିତ ଏହାକୁ ଏକତ୍ର ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଯଦି ଲୋକମାନେ ୩ ସପ୍ତାହ ମଧ୍ୟରେ କିଛି ଉନ୍ନତି ଦେଖନ୍ତି ନାହିଁ, ତେବେ ଏହାକୁ ବନ୍ଦ କରିବା ଉଚିତ୍ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ ହ୍ରାସ, ଗତିବିଧି ଅସୁବିଧା, ମୁଣ୍ଡବିନ୍ଧା, ସ୍ୱପ୍ନ ବୃଦ୍ଧି ଏବଂ ଦ୍ୱନ୍ଦ୍ୱ ହୋଇକଲପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ ଓ ଯକୃତ ସମସ୍ୟା ହୋଇପାରେ, ଯାହା ଗୁରୁତର ମଧ୍ୟ ହୋଇପାରେ ।[୧] ଏହା କ୍ୟାଟେକୋଲ ଓ ମିଥାଇଲଟ୍ରାନ୍ସଫରେଜର (COMT) ଏକ ପ୍ରତିବନ୍ଧକ ।[୩]

    ୧୯୯୭ ମସିହାରେ ୟୁରୋପରେ ଏବଂ ୧୯୯୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲକାପୋନକୁ ଅନୁମୋଦନ କରାଯାଇଥିଲା ।[୨] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ ୨୦୨୧ରେ ୯୫ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨୦୦ ଡଲାର ଅଟେ ।[୪] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହା ସାଧାରଣତଃ ଅଧିକ ବ୍ୟବହୃତ ହୁଏ ନାହିଁ ।[୩]

    1. 1 2 3 4 5 6 "Tolcapone Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 5 October 2021.
    2. 1 2 "Tasmar". Archived from the original on 10 January 2021. Retrieved 6 October 2021.
    3. 1 2 Antonini A, Abbruzzese G, Barone P, Bonuccelli U, Lopiano L, Onofrj M, Zappia M, Quattrone A (February 2008). "COMT inhibition with tolcapone in the treatment algorithm of patients with Parkinson's disease (PD): relevance for motor and non-motor features". Neuropsychiatric Disease and Treatment. 4 (1): 1–9. doi:10.2147/NDT.S2404. PMC 2515921. PMID 18728767. {{cite journal}}: Unknown parameter |displayauthors= ignored (|display-authors= suggested) (help)CS1 maint: unflagged free DOI (link)
    4. 1 2 "Tolcapone Prices, Coupons & Savings Tips - GoodRx". GoodRx. Retrieved 6 October 2021.
    5. ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 433. ISBN 978-0-85711-369-6.{{cite book}}: CS1 maint: date format (link)