ଟୋଲକାପୋନ
Clinical data | |
---|---|
Trade names | Tasmar |
AHFS/Drugs.com | monograph |
MedlinePlus | a698036 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 65% |
Protein binding | >99.9% |
Metabolism | Liver (mainly glucuronidation) |
Elimination half-life | 2–3 hours |
Excretion | Urine (60%), feces (40%); only 0.5% in unmetabolized form |
Identifiers | |
| |
ECHA InfoCard | 100.222.604 |
Chemical and physical data | |
Formula | C14H11NO5 |
Molar mass | ୨୭୩.୨୪ g·mol−1 |
3D model (JSmol) | |
Melting point | 143 to 146 °C (289 to 295 °F) |
Solubility in water | not soluble mg/mL (20 °C) |
| |
| |
(verify) |
ଟୋଲକାପୋନ (ଇଂରାଜୀ ଭାଷାରେ Tolcapone), ଟାସମାର ଏହାର ଏକ ବେପାର ନାମ, ହେଉଛି ପାର୍କିନ୍ସନ୍ ରୋଗର (PD) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଲେଭୋଡୋପା/କାର୍ବିଡୋପା ସହିତ ଏହାକୁ ଏକତ୍ର ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଯଦି ଲୋକମାନେ ୩ ସପ୍ତାହ ମଧ୍ୟରେ କିଛି ଉନ୍ନତି ଦେଖନ୍ତି ନାହିଁ, ତେବେ ଏହାକୁ ବନ୍ଦ କରିବା ଉଚିତ୍ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଭୋକ ହ୍ରାସ, ଗତିବିଧି ଅସୁବିଧା, ମୁଣ୍ଡବିନ୍ଧା, ସ୍ୱପ୍ନ ବୃଦ୍ଧି ଏବଂ ଦ୍ୱନ୍ଦ୍ୱ ହୋଇକଲପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ ଓ ଯକୃତ ସମସ୍ୟା ହୋଇପାରେ, ଯାହା ଗୁରୁତର ମଧ୍ୟ ହୋଇପାରେ ।[୧] ଏହା କ୍ୟାଟେକୋଲ ଓ ମିଥାଇଲଟ୍ରାନ୍ସଫରେଜର (COMT) ଏକ ପ୍ରତିବନ୍ଧକ ।[୩]
୧୯୯୭ ମସିହାରେ ୟୁରୋପରେ ଏବଂ ୧୯୯୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟୋଲକାପୋନକୁ ଅନୁମୋଦନ କରାଯାଇଥିଲା ।[୨] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ ୨୦୨୧ରେ ୯୫ପାଉଣ୍ଡ ଥିଲା । [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨୦୦ ଡଲାର ଅଟେ ।[୪] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହା ସାଧାରଣତଃ ଅଧିକ ବ୍ୟବହୃତ ହୁଏ ନାହିଁ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Tolcapone Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 5 October 2021.
- ↑ ୨.୦ ୨.୧ "Tasmar". Archived from the original on 10 January 2021. Retrieved 6 October 2021.
- ↑ ୩.୦ ୩.୧ Antonini A, Abbruzzese G, Barone P, Bonuccelli U, Lopiano L, Onofrj M, Zappia M, Quattrone A (February 2008). "COMT inhibition with tolcapone in the treatment algorithm of patients with Parkinson's disease (PD): relevance for motor and non-motor features". Neuropsychiatric Disease and Treatment. 4 (1): 1–9. doi:10.2147/NDT.S2404. PMC 2515921. PMID 18728767.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help)CS1 maint: unflagged free DOI (link) - ↑ ୪.୦ ୪.୧ "Tolcapone Prices, Coupons & Savings Tips - GoodRx". GoodRx. Retrieved 6 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 433. ISBN 978-0-85711-369-6.
{{cite book}}
: CS1 maint: date format (link)