Jump to content

ଟିପ୍ରାନାଭିର

ଉଇକିପିଡ଼ିଆ‌ରୁ
ଟିପ୍ରାନାଭିର
Clinical data
Pronunciation/tɪpˈrænəvɪər/ tip-RAN-ə-veer
Trade namesAptivus
SynonymsTipranavir disodium
AHFS/Drugs.commonograph
MedlinePlusa606009
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth (soft capsules)
Legal status
Legal status
Pharmacokinetic data
Protein binding99.9%
MetabolismLiver
Elimination half-life4.8–6 hours
ExcretionFeces (82.3%), urine (4.4%)
Identifiers
  • N-{3-[(1R)-1-[(2R)-6-hydroxy-4-oxo-2-(2-phenylethyl)-2-propyl-3,4-dihydro-2H-pyran-5-yl]propyl]phenyl}-5-(trifluoromethyl)pyridine-2-sulfonamide
ECHA InfoCard100.158.066 Edit this at Wikidata
Chemical and physical data
FormulaC31H33F3N2O5S
Molar mass୬୦୨.୬୭ g·mol−1
3D model (JSmol)
  • CCC[C@]1(CC(/O)=C(\C(=O)O1)[C@H](CC)c3cccc(NS(=O)(=O)c2ccc(cn2)C(F)(F)F)c3)CCc4ccccc4
  • InChI=1S/C31H33F3N2O5S/c1-3-16-30(17-15-21-9-6-5-7-10-21)19-26(37)28(29(38)41-30)25(4-2)22-11-8-12-24(18-22)36-42(39,40)27-14-13-23(20-35-27)31(32,33)34/h5-14,18,20,25,36-37H,3-4,15-17,19H2,1-2H3/t25-,30-/m1/s1 checkY
  • Key:SUJUHGSWHZTSEU-FYBSXPHGSA-N checkY
  (verify)

ଟିପ୍ରାନାଭିର (ଇଂରାଜୀ ଭାଷାରେ Tipranavir, ଟିପିଭି), ଆପ୍ଟିଭସ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି ଅନ୍ୟାନ୍ୟ ଔଷଧ ମଧ୍ୟରେ ରାଇଟୋନାଭିର ସହିତ ଏଚଆଇଭି ରୋଗ ପାଇଁ ବ୍ୟବ‌ହୃତ ହୁଏ । [୨] ସମାନ ଔଷଧ ସହିତ ଏହା ବ୍ୟବହୃତ ହୁଏ ଯାହା ପ୍ରଭାବଶାଳୀ ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୨] ଦୁଇ ବର୍ଷରୁ ଅଧିକ ବୟସରେ ଏହା ବ୍ୟବହୃତ ହୁଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଜ୍ୱର, ଥକାପଣ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟ୍ରାକ୍ରାନିଆଲ୍ ରକ୍ତସ୍ରାବ, ଯକୃତ ପ୍ରଦାହ, ଯକୃତ ବିଫଳତା, ଉଚ୍ଚ ରକ୍ତ ଶର୍କରା ଏବଂ ଅସ୍ୱାଭାବିକ ଲିପିଡ ସ୍ତର ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ପ୍ରୋଟିଏଜ ଇନହିବିଟର (PI) ଯାହାକି ଏଚ.ଆଇ.ଭି ପ୍ରୋଟିଏଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

୨୦୦୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିପ୍ରାନାଭିର ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ 2021 ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୪୪୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Aptivus FDA label ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Tipranavir Monograph for Professionals". Drugs.com (in ଇଂରାଜୀ). Archived from the original on 26 August 2021. Retrieved 4 October 2021.
  3. ୩.୦ ୩.୧ "Aptivus". Archived from the original on 14 April 2021. Retrieved 4 October 2021.
  4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 697. ISBN 978-0-85711-369-6.{{cite book}}: CS1 maint: date format (link)
  5. "Aptivus Prices, Coupons & Savings Tips - GoodRx". GoodRx. Archived from the original on 5 August 2016. Retrieved 4 October 2021.