Jump to content

ଜାଭେଗେପାଣ୍ଟ

ଉଇକିପିଡ଼ିଆ‌ରୁ
ଜାଭେଗେପାଣ୍ଟ
Clinical data
Trade namesZavzpret
SynonymsBHV-3500
AHFS/Drugs.commonograph
data
Routes of
administration
Nasal
Legal status
Legal status
Identifiers
  • N-[(2R)-3-(7-methyl-1H-indazol-5-yl)-1-[4-(1-methylpiperidin-4-yl)piperazin-1-yl]-1-oxopropan-2-yl]-4-(2-oxo-1,2-dihydroquinolin-3-yl)piperidine-1-carboxamide
Chemical and physical data
FormulaC36H46N8O3
Molar mass୬୩୮.୮୨ g·mol−1
3D model (JSmol)
  • CC1=CC(=CC2=C1NN=C2)CC(C(=O)N3CCN(CC3)C4CCN(CC4)C)NC(=O)N5CCC(CC5)C6=CC7=CC=CC=C7NC6=O
  • InChI=1S/C36H46N8O3/c1-24-19-25(20-28-23-37-40-33(24)28)21-32(35(46)43-17-15-42(16-18-43)29-9-11-41(2)12-10-29)39-36(47)44-13-7-26(8-14-44)30-22-27-5-3-4-6-31(27)38-34(30)45/h3-6,19-20,22-23,26,29,32H,7-18,21H2,1-2H3,(H,37,40)(H,38,45)(H,39,47)/t32-/m1/s1
  • Key:JJVAPHYEOZSKJZ-JGCGQSQUSA-N

ଜାଭେଗେପାଣ୍ଟ (ଇଂରାଜୀ ଭାଷାରେ Zavegepant), ବିକ୍ରୟ ନାମ ଜାଭଜପ୍ରେଟ୍, ହେଉଛି, ଅଧକପାଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ପ୍ରତିରୋଧ ପରିବର୍ତ୍ତେ ଏହା କେବଳ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ ।[] ଏହା ନାକରେ ସିଞ୍ଚାଯାଏ ବା ସ୍ପ୍ରେ କରାଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱାଦ ପରିବର୍ତ୍ତନ, ଅଇ, ନାକ ଯନ୍ତ୍ରଣା ଏବଂ ବାନ୍ତି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଯକୃତ କିମ୍ବା ବୃକ୍‌କ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ କାଲସିଟୋନିନ ଜିନ-ସମ୍ବନ୍ଧୀୟ ପେପ୍ଟାଇଡ ରିସେପ୍ଟର ଆଣ୍ଟାଗୋନିଷ୍ଟ ।[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାଭେଗେପାଣ୍ଟ ଅନୁମୋଦିତ ହୋଇଥିଲା ।[] ଏହା ଜୁଲାଇ ୨୦୨୩ରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ଏହି ଶ୍ରେଣୀରେ ଥିବା ଅନ୍ୟ ଔଷଧ ପରି ମୂଲ୍ୟ ନିଆଯିବ ବୋଲି ଆଶା କରାଯାଉଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "ZAVZPRET™ (zavegepant) nasal spray" (PDF). Archived (PDF) from the original on 2023-03-11. Retrieved 2023-03-13.
  2. MSc, Nadia Stec (14 March 2023). "Zavzpret (Zavegepant) Migraine Nasal Spray from Pfizer Gets FDA Nod". Xtalks. Archived from the original on 15 March 2023. Retrieved 25 May 2023.