ଜାଫିର୍ଲୁକାଷ୍ଟ

ଉଇକିପିଡ଼ିଆ‌ରୁ
<span title="International nonproprietary name (INN): <nowiki>Mr. Ibrahem/Zafirlukast</nowiki>">Mr. Ibrahem/Zafirlukast
Clinical data
Trade names Accolate, others
AHFS/Drugs.com Monograph
MedlinePlus a697007
Pregnancy

category
  • <abbr class="country-name" title="<nowiki>Australia</nowiki>">AU: B1
Routes of<br><br>administration By mouth
Drug class Leukotriene receptor antagonist
Legal status
Legal status
  • <abbr class="country-name" title="<nowiki>United Kingdom</nowiki>">UK: POM (Prescription only)
Pharmacokinetic data
Bioavailability Unknown
Protein binding >99% (albumin)
Metabolism Liver (CYP2C9-mediated)
Metabolites hydroxylated metabolites
Onset of action < 2 weeks
Elimination <span class="nowrap">half-life</span> 10 hours
Excretion Fecal
Identifiers
IUPAC name
  • Cyclopentyl 3-{2-methoxy-4-[(o-tolylsulfonyl)carbamoyl]benzyl}-1-methyl-1H-indol-5-ylcarbamate
Chemical and physical data
Formula C31H33N3O6S
Molar mass 575.68 g·mol−1
3D model (JSmol)
Melting point 138 to 140 °C (280 to 284 °F)
SMILES
  • Cc1ccccc1S(=O)(=O)NC(=O)c2cc(OC)c(cc2)Cc3cn(C)c4ccc(cc43)NC(=O)OC5CCCC5
InChI
  • InChI=1S/C31H33N3O6S/c1-20-8-4-7-11-29(20)41(37,38)33-30(35)22-13-12-21(28(17-22)39-3)16-23-19-34(2)27-15-14-24(18-26(23)27)32-31(36)40-25-9-5-6-10-25/h4,7-8,11-15,17-19,25H,5-6,9-10,16H2,1-3H3,(H,32,36)(H,33,35) checkY
  • Key:YEEZWCHGZNKEEK-UHFFFAOYSA-N checkY
  (verify)

ଜାଫିର୍ଲୁକାଷ୍ଟ (ଇଂରାଜୀ ଭାଷାରେ Zafirlukast), ଅନ୍ୟମାନଙ୍କ ମଧ୍ୟରେ ଆକୋଲେଟ୍ ଏହାର ଏକ ବିକ୍ରୟ ନାମ, ହେଉଛି ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଆଜ୍‌ମା ପାଇଁ ପ୍ରଶ୍ୱାସ ପଥରେ ଦିଆଯାଉଥିବା ସ୍ଟିରଏଡ଼ଠାରୁ ଏହା କମ ପସନ୍ଦ କରାଯାଏ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ଉପକାର ପାଇବାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ପେଟ ବ୍ୟଥା ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ସମ୍ଭାବ୍ୟ ଚର୍ଗ-ଷ୍ଟ୍ରସ୍ ସିଣ୍ଡ୍ରୋମ (Churg-Strauss syndrome) ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସମ୍ଭବତଃ ନିରାପଦ ଅଟେ ।[୧] ଏହା ଏକ ଲ୍ୟୁକୋଟ୍ରିଏନ୍ ରିସେପ୍ଟର ଆଣ୍ଟାଗୋନିଷ୍ଟ (LTRA) ଏବଂ ବାୟୁପଥରେ ଥିବା ଫୁଲା, ଲଘୁ ଶ୍ୱାସନଳୀ ସଂକୋଚନ (ବ୍ରୋଙ୍କୋକନଷ୍ଟ୍ରିକ୍ସନ୍) ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଜାଫିର୍ଲୁକାଷ୍ଟକୁ ଅନୁମୋଦନ କରାଯାଇଥିଲା ।[୧] ଏହା କେତେକ ଦେଶରେ ଅନୁମୋଦିତ କିନ୍ତୁ ୟୁରୋପର ସମସ୍ତ ଦେଶରେ ନୁହେଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ପିଛା ମାସକୁ ପ୍ରାୟ ୩୪ ଡଲାର ଖର୍ଚ୍ଚ ହୋଇଥାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Zafirlukast". Archived from the original on 3 August 2020. Retrieved 4 August 2021.
  2. "List of nationally authorised medicinal products Active substance: Zafirlukast" (PDF). Archived (PDF) from the original on 27 August 2021. Retrieved 4 August 2021.
  3. "Zafirlukast Prices, Coupons & Savings Tips - GoodRx". GoodRx. Archived from the original on 31 January 2021. Retrieved 4 August 2021.