ଜାପାନୀ ୟେନ୍

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜାପାନୀ ୟେନ୍
JPY Banknotes.png JPY coins 2.png
Banknotes Coins
ISO 4217 କୋଡ଼ JPY
କେନ୍ଦ୍ରୀୟ ବ୍ୟାଙ୍କ୍ Bank of Japan
 ୱେବସାଇଟ୍ boj.or.jp
User(s)  Japan
ମୁଦ୍ରାସ୍ଫୀତି 0.1%
 ଆଧାର The World Factbook, 2012 est.
ବିଭାଜନ
 1/100 sen
 1/1000 rin
ଚିହ୍ନ ¥  (international)
円  (Japan—present day)
圓  (Japan—traditional)
ବହୁବଚନ The language(s) of this currency does not have a morphological plural distinction.
ଧାତବ ମୁଦ୍ରା ¥1, ¥5, ¥10, ¥50, ¥100, ¥500
Banknotes ¥1000, ¥2000, ¥5000, ¥10,000
ମୁଦ୍ରକ National Printing Bureau
 ୱେବସାଇଟ୍ npb.go.jp
ମୁଦ୍ରାଶାଳା Japan Mint
 ୱେବସାଇଟ୍ mint.go.jp

ଜାପାନୀ ୟେନ୍ (円 ବା 圓, ଚିହ୍ନ: ¥;ISO 4217 କୋଡ଼: JPY) ହେଉଛି ଜାପାନର ଆଧିକାରିକ ମୁଦ୍ରା । ଆନ୍ତର୍ଜାତିକ ବ୍ୟାପାରରେ ଆମେରିକୀୟ ଡଲାର ଓ ଇଉରୋ ପରେ ଏହା ତୃତୀୟ ସର୍ବାଧିକ ବିପଣିତ ମୁଦ୍ରା । [୧] ଡଲାର, ଇଉରୋ ଓ ପାଉଣ୍ଡ ଷ୍ଟର୍ଲିଙ୍ଗ ସହ ୟେନ୍ ଏକ ରିଜର୍ଭ୍ କରେନ୍ସି ଭାବେ ମଧ୍ୟ ବେଶ୍ ପ୍ରଚଳିତ ।

ବ୍ୟୁତ୍ପତ୍ତି[ସମ୍ପାଦନା]

ୟେନ୍ ବା ଏନ୍ (Shinjitai: 円, Kyūjitai: 圓)ର ଆକ୍ଷରିକ ଅର୍ଥ ଗୋଲ (ଚୀନର ମୁଦ୍ରା ୟୁଆନ ଓ କୋରିଆର ମୁଦ୍ରା ୱୋନର ଅର୍ଥ ମଧ୍ୟ ଏକା) । ପ୍ରଥମତଃ ଚୀନା ମାନେ ବ୍ୟାପାର ଲାଗି ରୂପା ବ୍ୟବହାର କରୁଥିଲେ । ଏହା ରୂପା ମୁଣ୍ଡା ଆକାରରେ ରହୁଥିଲା । ପରେ ସ୍ପେନୀୟ ଓ ମେକ୍ସିକୀୟ ମାନେ ପ୍ରଥମ କରି ନିଜ ଗୋଲାକୃତି ମୁଦ୍ରା ଚୀନରେ ପ୍ରଚଳିତ କରାଇଲେ । ଏହାକୁ 銀圓 (ରୂପା ଗୋଲକ) କୁହାଗଲା । [୨] ଚୀନରୁ ଏହି ଶବ୍ଦ ଜାପାନରେ ପ୍ରଚଳିତ ହେଲା (ଯେହେତୁ ଜାପାନୀ ଭାଷା ବହୁମାତ୍ରାରେ ଚୀନା ଭାଷାଦ୍ୱାରା ପ୍ରଭାବିତ), ପରେ ଚୀନା ମାନେ 圓କୁ 元ଦ୍ୱାରା ବଦଳାଇ ଦେଲେ । ଉଭୟର ଉଚ୍ଚାରଣ ଚୀନା ମାଣ୍ଡାରିନ ଭାଷାରେ ସମାନ କିନ୍ତୁ ଜାପାନୀ ଭାଷାରେ ନୁହଁ । ଜାପାନୀ ମାନେ ସେହି ପୂର୍ବ ପ୍ରଚଳିତ ଶବ୍ଦଟିକୁ ବଜାୟ ରଖିଲେ । ୨ୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରଳୀକୃତ କରି 円 କରାଯାଇଛି ।

  1. "Foreign exchange turnover in April 2013: preliminary global results" (PDF). Bank for International Settlements. Retrieved 7 February 2015. 
  2. Mikami Ryuzo, an article about the yen in Heibonsha World Encyclopedia, Kato Shuichi(ed.), Vol. 3, Tokyo: Heibonsha, 2007.