ଜାତୀୟ ରାଜପଥ ୬୭ ( ଭାରତ )
Jump to navigation
Jump to search
ଜାତୀୟ ରାଜପଥ 67 Major junctions West end: Hubli East end: Gooty Highway system ଜାତୀୟ ରାଜପଥ ୬୭ ( NH-67) ଏକ ମୁଖ୍ୟ ଭାରତୀୟ ରାଜପଥ । . ପୌରବ ନମ୍ବର ଅନୁସାରେ ଏହା ଜାତୀୟ ରାଜପଥ ୬୩ ନାମରେ ପରିଚିତ ଥିଲା । ଏହା ରାଜପଥ ୪୮ ଯାଇଥିବା କର୍ଣାଟକ ର ହୁବଲିରୁ ବାହାରି ଅଣ୍ଡରପରଦେଶର କୃଷ୍ଣପଟନମ୍ ବନ୍ଦରରେ ଶେଷ ହୁଏ । .[୧][୨]
ରୁଟ [ସମ୍ପାଦନା]
ଏହି ରାଜପଥ ହୁବଲି , ଗଡଗ , କୋପାଳ , ହସପେତ , ବେଲାରି ନେଲୋର ପରି ସହର ଦେଇ ଯାଇଥାଏ । .[୨]
- ଆଣ୍ଡ୍ରା ପ୍ରଦେଶରେ ଏହି ରାଜପଥର 395.89 କିଲୋମିଟର ରାସ୍ତା ଅଛି ।
ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]
ଆଧାର ସମୂହ [ସମ୍ପାଦନା]