ଜାତୀୟ ରାଜପଥ ୬୭ ( ଭାରତ )

ଉଇକିପିଡ଼ିଆ‌ରୁ

National Highway 67 marker

ଜାତୀୟ ରାଜପଥ 67
Major junctions
West end:Hubli
East end:Gooty
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଜାତୀୟ ରାଜପଥ ୬୭ ( NH-67) ଏକ ମୁଖ୍ୟ ଭାରତୀୟ ରାଜପଥ । ପୌରବ ନମ୍ବର ଅନୁସାରେ ଏହା ଜାତୀୟ ରାଜପଥ ୬୩ ନାମରେ ପରିଚିତ ଥିଲା । ଏହା ରାଜପଥ ୪୮ ଯାଇଥିବା କର୍ଣାଟକର ହୁବଲିରୁ ବାହାରି ଆନ୍ଧ୍ରପ୍ରଦେଶ କୃଷ୍ଣପଟନମ୍ ବନ୍ଦରରେ ଶେଷ ହୁଏ । .[୧][୨]

ବାଟ [ସମ୍ପାଦନା]

ଏହି ରାଜପଥ ହୁବଳି, ଗଦଗ, କୋପାଳ, ହୋସପେଟ, ବେଲାରି ଓ ନେଲୋର ଆଦି ସହର ଦେଇ ଯାଇଥାଏ । .[୨]

  • ଆନ୍ଧ୍ର ପ୍ରଦେଶରେ ଏହି ରାଜପଥର 395.89 କିଲୋମିଟର ରାସ୍ତା ଅଛି ।

ଆଧାର [ସମ୍ପାଦନା]

  1. {{cite web}}: Empty citation (help)
  2. ୨.୦ ୨.୧ {{cite web}}: Empty citation (help)

ଅଧିକ ପଠନ [ସମ୍ପାଦନା]