ଜଗଜିତ କୌର

ଉଇକିପିଡ଼ିଆ‌ରୁ
ଜଗଜିତ କୌର
୨୦୧୬ ମସିହାରେ କୌର
Background information
ଜନ୍ମ୧୯୩୦[୧]
ବ୍ରିଟିଶ ଭାରତ
ଜନ୍ମସ୍ଥାନପଞ୍ଜାବ, ଭାରତ
ମୃତ୍ୟୁ୧୫ ଅଗଷ୍ଟ ୨୦୨୧(2021-08-15) (ବୟସ ୯୦–୯୧)
ଶୈଳୀଲୋକଗୀତ, ଗଜଲ, ପ୍ରଚ୍ଛଦପଟ ଗାୟିକା
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୫୦–୧୯୯୦

ଜଗଜିତ କୌର[୨] (୧୯୩୦ – ୧୫ ଅଗଷ୍ଟ ୨୦୨୧) ଜଣେ ଭାରତୀୟ ହିନ୍ଦୀ ଏବଂ ଉର୍ଦ୍ଦୁ କଣ୍ଠଶିଳ୍ପୀ, ଯିଏକି ଅନେକ ଲୋକଗୀତ ତଥା ଗାଇଥିଲେ ।

ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ[ସମ୍ପାଦନା]

୧୯୩୦ ମସିହାରେ ପଞ୍ଜାବର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଜିତ କୌର ।[୩] ସେ ୧୯୫୪ ମସିହାରେ ସଙ୍ଗୀତକାର ମହମ୍ମଦ ଜହୁର ଖୟାମଙ୍କୁ ବିବାହ କରିଥିଲେ ।[୩] ୨୦୧୨ ମସିହାରେ ତାଙ୍କର ପୁଅର ହୃଦ୍‌ଘାତରେ ମୃତ୍ୟୁ ପରେ ସେମାନେ "ଖୟାମ ଜଗଜିତ କୌର୍ କେଜିପି ଚାଇଟେବୁଲ୍ ଟ୍ରଷ୍ଟ" ନାମରେ ଏକ ସେବାସଂସ୍ଥା ଆରମ୍ଭ କରିଥିଲେ, ଯାହାକି କଳାକାରମାନଙ୍କୁ ସାହାଯ୍ୟ କରୁଛି ।[୪] ୨୦୨୧ ମସିହାର ଅଗଷ୍ଟ ୧୫ ତାରିଖରେ ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫][୬]

ଗାଇଥିବା ଗୀତ[ସମ୍ପାଦନା]

ସେ ଗାଇଥିବା କିଛି ବଛା ବଛା ଗୀତର ତାଲିକା:[୭][୮][୯]

  • ଦେଖୋ ଦେଖୋ ଜି ଗୋରୀ ଶଶୁରାଲ୍ ଚଲି: ଶଗୁନ୍ (୧୯୬୪)
  • ତୁମ୍ ଅପ୍‌ନା ରାଞ୍ଜ-ଓ-ଗମ୍ ଅପନି ପରିସାନି ମୁଝେ ଦେ ଦୋ: ଶଗୁନ୍ (୧୯୬୪)
  • ଖମୋଶ୍ ଜିନ୍ଦେଗି କୋ ଅଫସାନା ମିଲ୍ ଗୟା: ଦିଲ୍-ଏ-ନନ୍ଦନ (୧୯୫୩)

ଆଧାର[ସମ୍ପାଦନା]

  1. "Legendary Music Composer Khayyam speaks about his illustrious career in last interview". 21 August 2019. Event occurs at 22:52. Retrieved 24 August 2019 – via YouTube.
  2. "Some timeless songs of Jagjit Kaur". songsofyore.com. 24 April 2011. Retrieved 28 October 2016.
  3. ୩.୦ ୩.୧ "1954: A love story, featuring Khayyam and Jagjit Kaur". Mumbai Mirror. 14 August 2019. Retrieved 20 August 2019.
  4. "We were inspired by the divine to do what we did: Khayyam & Updates at Daily News & Analysis". DNA India. 22 May 2016. Retrieved 20 August 2019.
  5. Service, Tribune News. "Jagjit Kaur, veteran singer and wife of composer Khayyam, dies at 93". Tribuneindia News Service (in ଇଂରାଜୀ). Retrieved 2021-08-15.
  6. "Jagjit Kaur, veteran singer and wife of composer Khayyam, dies at 93 - Times of India". The Times of India (in ଇଂରାଜୀ). Retrieved 2021-08-15.
  7. "Singer : Jagjit Kaur : Lyrics and video of Hindi Film Songs – Page 1 of 2". hindigeetmala.net. Retrieved 28 October 2016.
  8. "Jagjit Kaur albums". raag.fm. Retrieved 28 October 2016.
  9. "Shagoon – Suman Kalyanpur,Jagjit Kaur – Songs, Reviews, Credits". AllMusic. Retrieved 28 October 2016.

ବାହାର ଆଧାର[ସମ୍ପାଦନା]