ଜଗଜିତ କୌର
ଦେଖଣା
ଜଗଜିତ କୌର | |
---|---|
Background information | |
ଜନ୍ମ | ୧୯୩୦[୧] ବ୍ରିଟିଶ ଭାରତ |
ଜନ୍ମସ୍ଥାନ | ପଞ୍ଜାବ, ଭାରତ |
ମୃତ୍ୟୁ | ୧୫ ଅଗଷ୍ଟ ୨୦୨୧ | (ବୟସ ୯୦–୯୧)
ଶୈଳୀ | ଲୋକଗୀତ, ଗଜଲ, ପ୍ରଚ୍ଛଦପଟ ଗାୟିକା |
ପେଷା | କଣ୍ଠଶିଳ୍ପୀ |
କାର୍ଯ୍ୟକାଳ | ୧୯୫୦–୧୯୯୦ |
ଜଗଜିତ କୌର[୨] (୧୯୩୦ – ୧୫ ଅଗଷ୍ଟ ୨୦୨୧) ଜଣେ ଭାରତୀୟ ହିନ୍ଦୀ ଏବଂ ଉର୍ଦ୍ଦୁ କଣ୍ଠଶିଳ୍ପୀ, ଯିଏକି ଅନେକ ଲୋକଗୀତ ତଥା ଗାଇଥିଲେ ।
ବ୍ୟକ୍ତିଗତ ଜୀବନ ଓ ମୃତ୍ୟୁ
[ସମ୍ପାଦନା]୧୯୩୦ ମସିହାରେ ପଞ୍ଜାବର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଗଜିତ କୌର ।[୩] ସେ ୧୯୫୪ ମସିହାରେ ସଙ୍ଗୀତକାର ମହମ୍ମଦ ଜହୁର ଖୟାମଙ୍କୁ ବିବାହ କରିଥିଲେ ।[୩] ୨୦୧୨ ମସିହାରେ ତାଙ୍କର ପୁଅର ହୃଦ୍ଘାତରେ ମୃତ୍ୟୁ ପରେ ସେମାନେ "ଖୟାମ ଜଗଜିତ କୌର୍ କେଜିପି ଚାଇଟେବୁଲ୍ ଟ୍ରଷ୍ଟ" ନାମରେ ଏକ ସେବାସଂସ୍ଥା ଆରମ୍ଭ କରିଥିଲେ, ଯାହାକି କଳାକାରମାନଙ୍କୁ ସାହାଯ୍ୟ କରୁଛି ।[୪] ୨୦୨୧ ମସିହାର ଅଗଷ୍ଟ ୧୫ ତାରିଖରେ ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫][୬]
ଗାଇଥିବା ଗୀତ
[ସମ୍ପାଦନା]ସେ ଗାଇଥିବା କିଛି ବଛା ବଛା ଗୀତର ତାଲିକା:[୭][୮][୯]
- ଦେଖୋ ଦେଖୋ ଜି ଗୋରୀ ଶଶୁରାଲ୍ ଚଲି: ଶଗୁନ୍ (୧୯୬୪)
- ତୁମ୍ ଅପ୍ନା ରାଞ୍ଜ-ଓ-ଗମ୍ ଅପନି ପରିସାନି ମୁଝେ ଦେ ଦୋ: ଶଗୁନ୍ (୧୯୬୪)
- ଖମୋଶ୍ ଜିନ୍ଦେଗି କୋ ଅଫସାନା ମିଲ୍ ଗୟା: ଦିଲ୍-ଏ-ନନ୍ଦନ (୧୯୫୩)
ଆଧାର
[ସମ୍ପାଦନା]- ↑ "Legendary Music Composer Khayyam speaks about his illustrious career in last interview". 21 August 2019. Event occurs at 22:52. Retrieved 24 August 2019 – via YouTube.
- ↑ "Some timeless songs of Jagjit Kaur". songsofyore.com. 24 April 2011. Retrieved 28 October 2016.
- ↑ ୩.୦ ୩.୧ "1954: A love story, featuring Khayyam and Jagjit Kaur". Mumbai Mirror. 14 August 2019. Retrieved 20 August 2019.
- ↑ "We were inspired by the divine to do what we did: Khayyam & Updates at Daily News & Analysis". DNA India. 22 May 2016. Retrieved 20 August 2019.
- ↑ Service, Tribune News. "Jagjit Kaur, veteran singer and wife of composer Khayyam, dies at 93". Tribuneindia News Service (in ଇଂରାଜୀ). Retrieved 2021-08-15.
- ↑ "Jagjit Kaur, veteran singer and wife of composer Khayyam, dies at 93 - Times of India". The Times of India (in ଇଂରାଜୀ). Retrieved 2021-08-15.
- ↑ "Singer : Jagjit Kaur : Lyrics and video of Hindi Film Songs – Page 1 of 2". hindigeetmala.net. Retrieved 28 October 2016.
- ↑ "Jagjit Kaur albums". raag.fm. Retrieved 28 October 2016.
- ↑ "Shagoon – Suman Kalyanpur,Jagjit Kaur – Songs, Reviews, Credits". AllMusic. Retrieved 28 October 2016.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜଗଜିତ କୌର