ଛାଞ୍ଚ:Villagepump1

ଉଇକିପିଡ଼ିଆ‌ରୁ

ଆଲୋଚନା ସଭା ଉଇକିପିଡ଼ିଆର ବିଭିନ୍ନ ବିଷୟରେ ସାମୁହିକ ଆଲୋଚନା ପାଇଁ ନିମିତ୍ତ । ଉଇକିଆଳିଗଣ (ଉଇକିପିଡ଼ିଆର ସମ୍ପାଦକଗଣ) ଏଥିରେ ଭାଗନେଇ ନାନାଦି ନୀତିନିୟମ ଓ ପ୍ରକଳ୍ପ ସମ୍ବନ୍ଧୀୟ ସିଦ୍ଧାନ୍ତ ନେଇଥାନ୍ତି, କୌଣସି ବିଷୟରେ ଦ୍ୱନ୍ଦ ଥିଲେ ତାହାର ସମାଧାନ କରିଥାନ୍ତି ତଥା ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଘୋଷଣା କରିଥାନ୍ତି । ତେବେ କୌଣସି ପ୍ରସଙ୍ଗ ବାବଦରେ ଆଲୋଚନା ଏଠାରେ ନ କରି ସେହି ପୃଷ୍ଠାର ଆଲୋଚନାରେ ରଖିବାକୁ ଅନୁରୋଧ । ଏହି ଆଲୋଚନାରେ ଭାଗ ନେଉଥିବା ସମସ୍ତଙ୍କୁ ଅନୁରୋଧ ନିଜର ମତ ଦେବା ଆଗରୁ ଲଗ-ଇନ କରି ଓ ଦସ୍ତଖତ କରି ମତ ଦେବେ, ନହେଲେ ସେମାନଙ୍କ ମତ ଗ୍ରହଣ କରାଯିବ ନାହିଁ ।

ଦସ୍ତଖତ କରିବା ପାଇଁ ନିଜ ଲେଖା ଶେଷରେ ରେ କ୍ଲିକ କରିବେ । ତାହା ଏହି ଭଳି କିଛି --~~~~ ସେଠାରେ ଦେଇଦେବ ଯାହା ଆପେ ଆପେ ଆପଣଙ୍କର ଦସ୍ତଖତ ତିଆରି କରିବ ।

ପୁରୁଣା ଆଲୋଚନା
ନୂଆ ବିଭାଗଟିଏ ଆରମ୍ଭ କରନ୍ତୁ

ସଞ୍ଚିତ ସଂସ୍କରଣ

ଅଭିଲେଖ ୧ ·  ·  ·  ·  ·  ·  ·