ଛାଞ୍ଚ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ ସାଧୁବାଦ

ଉଇକିପିଡ଼ିଆ‌ରୁ

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ଫେବୃଆରୀ ୧ ଠାରୁ ଅପ୍ରେଲ ୧୫ ମଧ୍ୟରେ ଆୟୋଜିତ ହୋଇଥିବା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଅଢ଼େଇ ମାସ ଧରି ଚାଲିଥିବା ଏହି ଗଣସମ୍ପାଦନାରେ ଆପଣଙ୍କ ଦ୍ୱାରା ଗଢ଼ାଯାଇଥିବା ପ୍ରସଙ୍ଗ (ଗୁଡ଼ିକ) ଯୋଗୁଁ ଲିଙ୍ଗଗତ ଅନୁପାତ ହ୍ରାସ ପାଇଛି । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା ।

- ଗପୁ (ମୋ ଆଲୋଚନା) ୨୦:୧୪, ୧୧ ଅଗଷ୍ଟ ୨୦୨୩ (IST)