ଛାଞ୍ଚ:ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ (Rated C-class, High-importance)
WikiProject iconଏହି template ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଶାର ସ୍ଥାନ ପ୍ରସଙ୍ଗସବୁ ଉନ୍ନତ କରିବା ନିମନ୍ତେ ଏହା ଏକ ସାମୁହିକ ଉଦ୍ୟମ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 C  This template does not require a rating on the project's quality scale.
 High  This template has been rated as High-importance on the project's importance scale.
 
Template documentation

Usage

{{ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ
|ବିଭାଗ=  
|ଗୁରୁତ୍ଵପୂର୍ଣ୍ଣ=
}}

General parameters:

ବିଭାଗ

ପ୍ରସଙ୍ଗର ମାନ ନିର୍ଣ୍ଣୟ

  • ବଛା ପ୍ରସଙ୍ଗ - ଏହି ପ୍ରସଙ୍ଗଟି ବଛା ପ୍ରସଙ୍ଗ ଭାବରେ ଗଣା ।
  • ବଛା ଲେଖା ପ୍ରାର୍ଥୀ - ବଛା ଲେଖା ପ୍ରାର୍ଥୀ ଭାବରେ ମନୋନୀତ କରାଯାଇପାରିବ; ଏଥିରେ କିଛି ଛୋଟ ବଦଳମାନ କରି ଏହାକୁ ବଛା ଲେଖା ଭାବରେ ମନୋନୀତ କରାଯାଇପାରିବ ।
  • ଉତ୍ତମ ପ୍ରସଙ୍ଗ - ଏହି ପ୍ରସଙ୍ଗଟି ଉତ୍ତମ ପ୍ରସଙ୍ଗ ସ୍ଥିତିରେ ପହଞ୍ଚିଯାଇଛି ।
  • - ଏହା ସବୁଯାକ ଗ-ଶ୍ରେଣୀର ନିର୍ଣ୍ଣାୟକ ହାସଲ କରିଛି, କିନ୍ତୁ ଏହି ଲେଖାର ବହୁଭାଗ ସବୁକିଛି ଧାରଣ କରିଥିବା ଲୋଡ଼ା । ଅତି କମରେ ଏଥିରେ କିଛି ଭରସାଯୋଗ୍ୟ ଆଧାର, ଟୀକା ଆଦି ରହିଥିବା ଉଚିତ । ତାହାଛଡ଼ା ଏଥିରେ କିଛି ଅଂଶ ଛାଡ଼ିଦିଆଯାଇଛି ଓ ଫାଙ୍କା ଭାଗ, ବିବରଣୀ, ଆଧାର ତଥା ବିଷୟବସ୍ତୁର ସମତା, ସତ୍ଵାଧିକାର, ନିରପେକ୍ଷ ମତବାଦ (NPOV) ବା ଉପଯୁକ୍ତ ଗବେଷଣାର ଅଭାବ ରହିଛି ଯାହାକୁ ଏକ ଉପଯୁକ୍ତ ପ୍ରସଙ୍ଗରେ ପରିଣତ କରିବା ନିମନ୍ତେ ସମ୍ପାଦନା କରିବାକୁ ପଡ଼ିବ ।
  • - ଏହି ଲେଖାଟି ବିଶାଳ, କିନ୍ତୁ ଏଥିରେ ଆହୁରି ବି କିଛି ଦରକାରୀ ତଥ୍ୟ ଦିଆଯାଇନାହିଁ ଓ ଅନେକ ଅଦରକାରୀ ତଥ୍ୟ ଦିଆଯାଇଛି । ଏହାର ଏକ ନିର୍ଦ୍ଦିଷ୍ଟ ସଂରଚନା ରହିବା ଉଚିତ (ଏକ ମୂଳ ଭାଗ, ଏକ ବା ଅଧିକ ବିଷୟ ବିଭାଗ ଓ ଆଧାର ବା ପ୍ରମାଣ ପ୍ରଦାନ ନିମନ୍ତେ ଏକ ଅଲଗା ବିଭାଗ ରହିବା ଉଚିତ । ପ୍ରସଙ୍ଗଟିରେ ଗୁରୁ ବନାନ ଅଶୁଦ୍ଧି ନ ରହିବା ଉଚିତ, ଆହୁରି ମଧ୍ୟ ଏଥିରେ ସହାୟକ ଉପାଦାନ ଯଥା - ଇନଫୋବାକ୍ସ (infobox), ଛବି ବା ରେଖାଚିତ୍ର ଆଦି ରହିବା ଉଚିତ ।
  • ଛୋଟ ପ୍ରସଙ୍ଗ - ପ୍ରସଙ୍ଗଟି ଏକ ମୁଣ୍ଡିଆ ଲେଖାରୁ ଟିକେ ବଡ଼, କିନ୍ତୁ ଏଥିରେ ପ୍ରସଙ୍ଗର ଆଲୋଚନାରୁ କିଛି ମୂଳ ଉପାଦାନ ହୁଏତ ବାଦପଡ଼ିଛି ।
  • ମୁଣ୍ଡିଆ - ଏହି ପ୍ରସଙ୍ଗଟି ଏକ ମୁଣ୍ଡିଆ; ଏଥିରେ ଓଡ଼ିଶା ଉପରେ ଥିବା ମୁଣ୍ଡିଆ ପ୍ରସଙ୍ଗ ଛାଞ୍ଚମାନ ଥାଇପାରେ ।
  • ଦରକାରି - ପ୍ରସଙ୍ଗଟି ଏ ଯାଏଁ ତିଆରି କରାଯାଇନାହିଁ, କିନ୍ତୁ ଏହା ଏକ ମୁଖ୍ୟ ପ୍ରସଙ୍ଗ ରୂପେ ବିବେଚିତ ହୋଇଛି ।
  • ବହୁବିକଳ୍ପ - ଏହି ପ୍ରସଙ୍ଗଟି ଏକ ବହୁବିକଳ୍ପ ପୃଷ୍ଠା ।
  • ପୁନପ୍ରେରଣ - ଏହି ପ୍ରସଙ୍ଗଟି ଏକ ପୁନପ୍ରେରଣ ପୃଷ୍ଠା ।
  • ଛାଞ୍ଚ - ଏହି ପୃଷ୍ଠାଟି ଏକ ଛାଞ୍ଚ ।
  • ଶ୍ରେଣୀ - ଏହି ପୃଷ୍ଠାଟି ଏକ ଶ୍ରେଣୀ ।
  • ଛବି - ଏହି ପୃଷ୍ଠାଟି ଏକ ଛବି ।
  • ତାଲିକା - ଏହି ପୃଷ୍ଠାଟି ଏକ ତାଲିକା ।
  • ପୋର୍ଟାଲ - ଏହି ପୃଷ୍ଠାଟି ଏକ ପୋର୍ଟାଲ ।
  • ଅସଙ୍ଗତ - ଏହି ପୃଷ୍ଠାଟି ଏକ ପ୍ରସଙ୍ଗ ନୁହେଁ ଓ ଏହାର ମାନ ନିର୍ଣ୍ଣୟ କରିବା ଅନୁଚିତ; ଏହା ଏକ ଛାଞ୍ଚ, ଶ୍ରେଣୀ ବା ଛବି ହୋଇପାରେ ।

ଗୁରୁତ୍ଵପୂର୍ଣ୍ଣ

ଏହି ପ୍ରସଙ୍ଗର ମାନ ନିର୍ଣ୍ଣୟ ଗୁରୁତ୍ଵପୂର୍ଣ୍ଣ

  • ଉପର
  • ଅଧିକ
  • ମଝି
  • ତଳ