ଛାଞ୍ଚ:ଉଇକିପ୍ରକଳ୍ପ ଓଡ଼ିଆ ସିନେମା
Appearance
ତଳେ ଥିବା ଉଇକିପ୍ରକଳ୍ପ ବ୍ୟାନର templateର ଆଲୋଚନା ପୃଷ୍ଠାକୁ ଘୁଞ୍ଚାଇଦିଆଯିବା ଉଚିତ । ଏହା ଛାଞ୍ଚର ଏହ ପ୍ରଦର୍ଶନ ହୋଇଥିଲେ ଭୁଲରେ ବିଭାଗୀକରଣ ହେବାରୁ ରୋକିବା ପାଇଁ ଦୟାକରି |
ଉଇକିପ୍ରକଳ୍ପ ଓଡ଼ିଆ ସିନେମା | ||||||||||||||
|
Template documentation
Usage
{{ଉଇକିପ୍ରକଳ୍ପ ଓଡ଼ିଆ ସିନେମା |class= |importance= }}
General parameters:
- ବିଭାଗ – ପ୍ରସଙ୍ଗର ମାନ ନିର୍ଣ୍ଣୟ
- ବଛା ପ୍ରସଙ୍ଗ - ଏହି ପ୍ରସଙ୍ଗଟି ବଛା ପ୍ରସଙ୍ଗ ଭାବରେ ଗଣା ।
- ବଛା ଲେଖା ପ୍ରାର୍ଥୀ - ବଛା ଲେଖା ପ୍ରାର୍ଥୀ ଭାବରେ ମନୋନୀତ କରାଯାଇପାରିବ; ଏଥିରେ କିଛି ଛୋଟ ବଦଳମାନ କରି ଏହାକୁ ବଛା ଲେଖା ଭାବରେ ମନୋନୀତ କରାଯାଇପାରିବ ।
- ଉତ୍ତମ ପ୍ରସଙ୍ଗ - ଏହି ପ୍ରସଙ୍ଗଟି ଉତ୍ତମ ପ୍ରସଙ୍ଗ ସ୍ଥିତିରେ ପହଞ୍ଚିଯାଇଛି ।
- ଖ - ଏହା ସବୁଯାକ ଗ-ଶ୍ରେଣୀର ନିର୍ଣ୍ଣାୟକ ହାସଲ କରିଛି, କିନ୍ତୁ ଏହି ଲେଖାର ବହୁଭାଗ ସବୁକିଛି ଧାରଣ କରିଥିବା ଲୋଡ଼ା । ଅତି କମରେ ଏଥିରେ କିଛି ଭରସାଯୋଗ୍ୟ ଆଧାର, ଟୀକା ଆଦି ରହିଥିବା ଉଚିତ । ତାହାଛଡ଼ା ଏଥିରେ କିଛି ଅଂଶ ଛାଡ଼ିଦିଆଯାଇଛି ଓ ଫାଙ୍କା ଭାଗ, ବିବରଣୀ, ଆଧାର ତଥା ବିଷୟବସ୍ତୁର ସମତା, ସତ୍ଵାଧିକାର, ନିରପେକ୍ଷ ମତବାଦ (NPOV) ବା ଉପଯୁକ୍ତ ଗବେଷଣାର ଅଭାବ ରହିଛି ଯାହାକୁ ଏକ ଉପଯୁକ୍ତ ପ୍ରସଙ୍ଗରେ ପରିଣତ କରିବା ନିମନ୍ତେ ସମ୍ପାଦନା କରିବାକୁ ପଡ଼ିବ ।
- ଗ - ଏହି ଲେଖାଟି ବିଶାଳ, କିନ୍ତୁ ଏଥିରେ ଆହୁରି ବି କିଛି ଦରକାରୀ ତଥ୍ୟ ଦିଆଯାଇନାହିଁ ଓ ଅନେକ ଅଦରକାରୀ ତଥ୍ୟ ଦିଆଯାଇଛି । ଏହାର ଏକ ନିର୍ଦ୍ଦିଷ୍ଟ ସଂରଚନା ରହିବା ଉଚିତ (ଏକ ମୂଳ ଭାଗ, ଏକ ବା ଅଧିକ ବିଷୟ ବିଭାଗ ଓ ଆଧାର ବା ପ୍ରମାଣ ପ୍ରଦାନ ନିମନ୍ତେ ଏକ ଅଲଗା ବିଭାଗ ରହିବା ଉଚିତ । ପ୍ରସଙ୍ଗଟିରେ ଗୁରୁ ବନାନ ଅଶୁଦ୍ଧି ନ ରହିବା ଉଚିତ, ଆହୁରି ମଧ୍ୟ ଏଥିରେ ସହାୟକ ଉପାଦାନ ଯଥା - ଇନଫୋବାକ୍ସ (infobox), ଛବି ବା ରେଖାଚିତ୍ର ଆଦି ରହିବା ଉଚିତ ।
- ଛୋଟ ପ୍ରସଙ୍ଗ - ପ୍ରସଙ୍ଗଟି ଏକ ମୁଣ୍ଡିଆ ଲେଖାରୁ ଟିକେ ବଡ଼, କିନ୍ତୁ ଏଥିରେ ପ୍ରସଙ୍ଗର ଆଲୋଚନାରୁ କିଛି ମୂଳ ଉପାଦାନ ହୁଏତ ବାଦପଡ଼ିଛି ।
- ମୁଣ୍ଡିଆ - ଏହି ପ୍ରସଙ୍ଗଟି ଏକ ମୁଣ୍ଡିଆ; ଏଥିରେ ଓଡ଼ିଶା ଉପରେ ଥିବା ମୁଣ୍ଡିଆ ପ୍ରସଙ୍ଗ ଛାଞ୍ଚମାନ ଥାଇପାରେ ।
- ଦରକାରି - ପ୍ରସଙ୍ଗଟି ଏ ଯାଏଁ ତିଆରି କରାଯାଇନାହିଁ, କିନ୍ତୁ ଏହା ଏକ ମୁଖ୍ୟ ପ୍ରସଙ୍ଗ ରୂପେ ବିବେଚିତ ହୋଇଛି ।
- ବହୁବିକଳ୍ପ - ଏହି ପ୍ରସଙ୍ଗଟି ଏକ ବହୁବିକଳ୍ପ ପୃଷ୍ଠା ।
- ପୁନପ୍ରେରଣ - ଏହି ପ୍ରସଙ୍ଗଟି ଏକ ପୁନପ୍ରେରଣ ପୃଷ୍ଠା ।
- ଛାଞ୍ଚ - ଏହି ପୃଷ୍ଠାଟି ଏକ ଛାଞ୍ଚ ।
- ଶ୍ରେଣୀ - ଏହି ପୃଷ୍ଠାଟି ଏକ ଶ୍ରେଣୀ ।
- ଛବି - ଏହି ପୃଷ୍ଠାଟି ଏକ ଛବି ।
- ତାଲିକା - ଏହି ପୃଷ୍ଠାଟି ଏକ ତାଲିକା ।
- ପୋର୍ଟାଲ - ଏହି ପୃଷ୍ଠାଟି ଏକ ପୋର୍ଟାଲ ।
- ଅସଙ୍ଗତ - ଏହି ପୃଷ୍ଠାଟି ଏକ ପ୍ରସଙ୍ଗ ନୁହେଁ ଓ ଏହାର ମାନ ନିର୍ଣ୍ଣୟ କରିବା ଅନୁଚିତ; ଏହା ଏକ ଛାଞ୍ଚ, ଶ୍ରେଣୀ ବା ଛବି ହୋଇପାରେ ।
- ଗୁରୁତ୍ଵପୂର୍ଣ୍ଣ – ଏହି ପ୍ରସଙ୍ଗର ମାନ ନିର୍ଣ୍ଣୟ ଗୁରୁତ୍ଵପୂର୍ଣ୍ଣ
- ଉପର
- ଅଧିକ
- ମଝି
- ତଳ