ଚିରାଲା
ଦେଖଣା
Chirala
చీరాల Ksheerapuri | |
|---|---|
Chirala Railway station | |
| Country | India |
| State | Andhra Pradesh |
| District | Prakasam |
| Area | |
| • ସମୁଦାୟ | 13.30 km2 (5.14 sq mi) |
| Population (2011)[୧] | |
| • Total | ୮୭,୨୦୦ |
| • Density | 6,600/km2 (17,000/sq mi) |
| Languages | |
| • Official | Telugu (తెలుగు) |
| Time zone | UTC+5:30 (IST) |
| PIN | 523 157 |
| Telephone code | +91–8594 |
| Website | Chirala Municipality |
ଚିରାଲା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଚିରାଲା ୧୫.୮୨୪୬ ଉତ୍ତର ଅକ୍ଷାଂଶ ଓ ୮୦.୩୫୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚିରାଲା ସହରର ମୋଟ ଜନସଂଖ୍ୟା ୮୫୪୫୫ ଅଟେ ।[୪] ସେଥି ମଧ୍ୟରୁ ୪୯.୯୬% ଜଣ ପରୁଷ ହୋଇଥିବା ବେଳେ ୫୦.୦୪% ଜଣ ନାରୀ ଅଟନ୍ତି । ଚିରାଲାର ସାକ୍ଷରତା ହାର ୬୪.୭୧% ଅଟେ । ଏହା ଜାତୀୟ ହାରଠାରୁ ୦.୧୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୬୫% ପ୍ରତିଶତ ପୁରୁଷ ଓ ୨୯.୦୬% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ଚିରାଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census 2011". The Registrar General & Census Commissioner, India. Retrieved 25 July 2014.
- ↑ "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 6 August 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.