ଚିତ୍ତରଞ୍ଜନ ମିଶ୍ର (ରାଜନେତା)
ଦେଖଣା
ଚିତ୍ତରଞ୍ଜନ ମିଶ୍ର | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ନିର୍ବାଚନ ମଣ୍ଡଳୀ | ବିନିକା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଅପ୍ରେଲ ୧୯୫୨ |
ମୃତ୍ୟୁ | ୩୦ ସେପ୍ଟେମ୍ବର ୨୦୧୦ | (ବୟସ ୫୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମଞ୍ଜୁଲତା ମିଶ୍ର |
ବାପା/ବୋଉ | ଗୋବିନ୍ଦ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚିତ୍ତରଞ୍ଜନ ମିଶ୍ର (୩ ଅପ୍ରେଲ ୧୯୫୨ - ୩୦ ସେପ୍ଟେମ୍ବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଚିତ୍ତରଞ୍ଜନ ମିଶ୍ର ୧୯୫୨ ମସିହାର ଅପ୍ରେଲ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ମିଶ୍ର ଓ ପତ୍ନୀଙ୍କ ନାମ ମଞ୍ଜୁଲତା ମିଶ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚିତ୍ତରଞ୍ଜନ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଚିତ୍ତରଞ୍ଜନ ମିଶ୍ର ୨୦୧୦ ମସିହାର ସେପ୍ଟେମ୍ବର ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Chittaranjan Mishra". odishaassembly.nic.in. Odisha Assembly. Retrieved 2 September 2022.