ଚିତ୍ତରଞ୍ଜନ ଚିରଞ୍ଜିତ
ଜନ୍ମ ଓ ଜନ୍ମସ୍ଥାନ | ଚିତ୍ତରଞ୍ଜନ ଚିରଞ୍ଜିତ ୧୯୭୪ ଦେଉଳପଡ଼ା, କେନ୍ଦ୍ରାପଡ଼ା |
---|---|
ବୃତ୍ତି | ସାହିତ୍ୟିକ ଓ ସାମ୍ବାଦିକ |
ଜାତୀୟତା | ଭାରତୀୟ |
ଚିତ୍ତରଞ୍ଜନ ଚିରଞ୍ଜିତ(ଜନ୍ମ : ୧୯୭୪) ଜଣେ ଓଡ଼ିଆ ସାହିତ୍ୟିକ ।[୧] ବୃତ୍ତିରେ ସାମ୍ବାଦିକ ଚିତ୍ତରଞ୍ଜନ ଗଳ୍ପ, କବିତା ଓ ଉପନ୍ୟାସଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରଥାନ୍ତି । ଏଯାବତ ତାଙ୍କର ୬ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ[ସମ୍ପାଦନା]
ଗଳ୍ପ ସଂକଳନ[ସମ୍ପାଦନା]
- କନିଷ୍କ, ୨୦୧୦
- ପୁନର୍ନବ, ୨୦୧୯
ଉପନ୍ୟାସ[ସମ୍ପାଦନା]
- ସେଲ୍, ୨୦୧୧ (ସତ୍ୟମ ବୁକ ଏଜେନ୍ସୀ)
- ଯୋଦ୍ଧା, ୨୦୧୭
- ସେତୁ ଓ ସାଇକଲ, ୨୦୧୮
- ଆଦି ପୁରୁଷ
କବିତା[ସମ୍ପାଦନା]
- ଭରାଜହ୍ନ[୨]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କିଶୋରୀଚରଣ ସାହିତ୍ୟ ପୁରସ୍କାର, ୨୦୧୩ (ସେଲ୍ ଉପନ୍ୟାସ ନିମନ୍ତେ)[୩]
- ତୀରତରଙ୍ଗ ସମ୍ମାନ, ୨୦୧୯
- ଲେଖାଲେଖି ଯୁବ ଗାଳ୍ପିକ ସମ୍ମାନ, ୨୦୧୫
- କଳିଙ୍ଗପ୍ରଭା ସାରସ୍ୱତ ସମ୍ମାନ, ୨୦୧୩
ଆଧାର[ସମ୍ପାଦନା]
- ↑ ସମ୍ବାଦ ୧୭/୦୭/୨୦୧୭ କେନ୍ଦ୍ରାପଡ଼ା ସଂସ୍କରଣ ପୃଷ୍ଠା ୬ (PDF) http://www.sambadepaper.com/epaperpdf/17072017/17-md-kr2-6.pdf. Retrieved 18 June 2018.
{{cite news}}
: Missing or empty|title=
(help) - ↑ "କଥା ଝରକା". କଥା ପତ୍ରିକା (ଜୁନ ୨୦୧୮): ୫୨. Retrieved 18 June 2018.
- ↑ "Odia literature's modern man". telegraphindia.com. Retrieved 26 February 2021.