ଚିକେନ ଟିକ୍କା
ଦେଖଣା
![]() Chicken tikka, served in Mumbai | |
ପରଷା | Starter |
---|---|
ମୂଳ ସ୍ଥାନ | Indian Subcontinent |
ଅଞ୍ଚଳ ବା ରାଜ୍ୟ | Punjab region |
ପରଷିବା ଉତ୍ତାପ | Hot |
ମୁଖ୍ୟ ଉପାଦାନ | Chicken, yogurt, red chili powder, ginger and garlic paste, lemon juice |
|
ଚିକେନ ଟିକ୍କା ଭାରତୀୟ ଉପମହାଦେଶରୁ ଆରମ୍ଭ ହୋଇଥିବା ଏକ ଜଣାଶୁଣା ଆମିଷ ଖାଦ୍ୟ । ଏହା ଭାରତରେ (ବିଶେଷ କରି ପଞ୍ଜାବରେ) ଏବଂ ପାକିସ୍ତାନରେ ପ୍ରସିଦ୍ଧ ।[୧]ଏହାକୁ ତନ୍ଦୁରରେ ତିଆରି କରାଯାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କୁକୁଡ଼ା ମାଂସକୁ ଛୋଟ ଛୋଟ ଟୁକୁଡ଼ା କରି ତାକୁ ଦହି ଏବଂ ବିଭିନ୍ନ ମସଲା ଏବଂ ଲୁଣ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇ ସେହି ମିଶ୍ରଣକୁ ଗରମ କୋଇଲାରେ ପୂର୍ଣ୍ଣ ତନ୍ଦୁରରେ ସେକା ଯାଇଥାଏ ।[୨] ଏହାକୁ ପିଆଜ, ସାଲାଡ୍, ଏବଂ ଚଟଣୀ ସହିତ ପରଷାଯାଏ ।[୩]
ଆଧାର
[ସମ୍ପାଦନା]- ↑ Pop's Mops and Sops: Barbecue and Sauces from Around the World, p. 76, by "B" "B" Quester
- ↑ Curry Club Tandoori and Tikka Dishes. London: Piatkus. 1993. ISBN 0-7499-1283-9.
- ↑ India: Food & Cooking. London: New Holland. 2007. ISBN 978-1-84537-619-2.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |