ଚକ୍ରାତା
ଦେଖଣା
Chakrata
चक्राता | |
|---|---|
Town | |
| चकराता | |
| Country | |
| State | Uttarakhand |
| District | Dehradun |
| Elevation | 2,118 m (6,949 ft) |
| Population (2001) | |
| • Total | ୩,୪୯୮ |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | UK |
| Website | uk |
ଚକ୍ରାତା , ଭାରତୀୟ ରାଜ୍ୟ ଉତ୍ତରାଖଣ୍ଡର ଏକ କାଣ୍ଟନମେଣ୍ଟ ସହର । ଏହା ଯମୁନା ନଦୀ ଓ ଟନ ନଦୀ ମଧ୍ୟ ସ୍ଥଳରେ ରହିଛି । ଏହା ରାଜ୍ୟ ରାଜଧାନୀଠାରୁ 98 କିଲୋମିଟର ଦୂର ଓ ଏହା ସମୁଦ୍ରପତ୍ତନଠାରୁ 7000 ଫୁଟ ଉଛରେ ରହିଛି । ଏଠାରେ ବ୍ରିଟିଶ ସମୟରେ ମଧ୍ୟ କାଣ୍ଟନମେଣ୍ଟ ରହିଥିଲା ।
ଇତିହାସ
[ସମ୍ପାଦନା]
ଜନସଂଖ୍ୟା
[ସମ୍ପାଦନା]2001 ଜନଗଣନା ଅନୁସାରେ ଚକ୍ରାତା କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଚକ୍ରାତା କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Chakrata Tahsil & Town, The Imperial Gazetteer of India, v. 10, p. 125., 1909 Archived 2008-05-28 at the Wayback Machine.
- Chakrata Tourism
- Chakrata on wikimapia
- [୧] Chakrata Travel Guide
- ↑ "ଆର୍କାଇଭ୍ କପି". Archived from the original on 2015-03-27. Retrieved 2016-12-28.
{{cite web}}: Cite has empty unknown parameter:|1=(help)